Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବିଷ୍ଣୁଭକ୍ତମାନଙ୍କୁ ଇନ୍ଦ୍ରଜିତ ମୁକ୍ତ କରିଥିବାର ସମ୍ବାଦଟିକୁ ରାବଣ ସହଜରେ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି ଇନ୍ଦ୍ରଜିତଙ୍କର ଏପରି ଉଦାର ମନୋଭାବର କାରଣ ଜାଣିବା ପାଇଁ ଲଂକାଧିପତି ସ୍ଵୟଂ…

ସନେଟ୍ : ମାଆ

ବିଦ୍ୟାଧର ପଣ୍ଡା ମାଆ ଏକ ଚଞ୍ଚଳ ଚିରସ୍ରୋତା ଝରଣା ମମତାବୋଳା ରାଗିଣୀର ଅପୂର୍ବ ମୂର୍ଚ୍ଛନା ମାଆ ଅନାବିଳ ଶ୍ରଦ୍ଧାର ମଧୁର ସମ୍ବୋଧନ ମା'ଡାକରେ କେତେ ସ୍ନେହ ଆଉ ସମ୍ମୋହନ। ମାଆ ଏକ ଶୀର୍ଣ୍ଣକାୟା ନଦୀର ନମ୍ର ଧାର କାହାକୁ ନ ଚାହିଁ ଆଗକୁ ବଢେ ନିରନ୍ତର। ମାଆ ଏକ ପାଞ୍ଜି ଯା'ର…

ଭାଷା ଭାଗବତ : ପରିବର୍ତନ ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୩ ବର୍ଣ ବିକଳ୍ପ ରୂପେ ବର୍ଣ୍ଣ କରିଲେ ଅଯଥା ଲିଖନ ସଂଭବ ନୁହେ ଉଚ୍ଚାରଣ ତେଣୁ ହିଁ କରିବା ବର୍ଜନ ସେପରି ର୍କ ର୍ଚ ର୍ଛ ର୍ତ ର୍ଦ ର୍ଧ ଅଥବା ର୍କ୍କ ର୍ଚ୍ଚ ର୍ଚ୍ଛ ର୍ତ୍ତ ର୍ଦ୍ଦ ର୍ଦ୍ଧ ଉଭୟ ରୂପ ସର୍ବଶୁଦ୍ଧ କିଂତୁ ସରଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୦ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ, ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ 3 ସେନା ମୁଖ୍ୟ । ଗତକାଲି ସେନା ପକ୍ଷରୁ ଅଗ୍ନିିପଥ ଯୋଜନା ଫେରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲା । ଯେଉଁମାନେ ଏଥିରେ ଜଡିତ ରହି ହିଂସା କରିବେ ସେମାନଙ୍କୁ ଅଗ୍ନିିପଥ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି…

ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ଫସଲ ବୀମା ପଞ୍ଜିକରଣ

ଭୁବନେଶ୍ବର: ଜୁଲାଇ ୩୧ପର୍ଯ୍ୟନ୍ତ 17ଟି   ଖରିଫ ଫସଲକୁ ବୀମା ପଞ୍ଜିକରଣ କରିପାରିବେ ଚାଷୀ ।  ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ ଏବଂ ଏହାର ଫାଇଦା ନେଇପାରିବେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀମାନେ ଏହି ବୀମା ସୁବିଧା…

ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ 13 ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ…

ଇସ୍ରାଏଲରେ ମେଣ୍ଟ ସରକାର ଭାଙ୍ଗିବ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ସରକାର ଭାଙ୍ଗିବ। ଆସନ୍ତା ସପ୍ତାହରେ ଏ ନେଇ ସଂସଦରେ ଶାସକ ଦଳ ଏକ ବିଲ୍ ଆଣିବ ବୋଲି ସୂଚନା ମିଳିଛି।  ପ୍ରଧାନମନ୍ତ୍ରୀ ନଫଟିଲି ବେନେଟ୍ ତାଙ୍କ ସରକାରର ଅନ୍ୟତମ ସହଯୋଗୀ ଦଳର ପ୍ରମୁଖ ନେତା ତଥା ବୈଦେଶିକ ମନ୍ତ୍ରୀ ୟାର ଲାପି଼ଡଙ୍କ ସହ ମିଶି ସଂସଦକୁ ଭଙ୍ଗ କରିବା…

ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ଆଜି ଉଭୟ ଶାସକ ଏବଂ ବିରୋଧୀ କରିପାରନ୍ତି ସ୍ଥିର

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମଙ୍ଗଳବାର (ଆଜି) ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି। କାରଣ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ବିଜେପି ସଂସଦୀୟ ବୋର୍ଡର ଏକ ବୈଠକ ଡକାଯାଇଛି। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ସମସ୍ତ ବଡ ନେତା ଉପସ୍ଥିତ ରହିବେ।…

କିଛି ନିଷ୍ପତ୍ତି ଅଡ଼ୁଆ ଲାଗିପାରେ କିନ୍ତୁ ଭବିଷ୍ୟତରେ ଦେଶ ନିର୍ମାଣରେ ସହଯୋଗ କରିବ: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି । ସୋମବାର କିଛି ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କଂଗ୍ରେସ ନେତାମାନେ ଏହି ଯୋଜନାକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହାରି ଭିତରେ କିନ୍ତୁ…