Latest Odisha News

BREAKING NEWS

Yearly Archives

2022

ବିଭୁତି ପଟ୍ଟନାୟକ, ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା…

୪୮,୩୯୦.୫୨ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ ମିଡିଆ ରାଇଟ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ ୨୩,୫୭୫ କୋଟି ଟଙ୍କା ଦେବ । ଭାୟକମ ୧୮ ଡିଜିଟାଲ…

ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ…

ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ…

ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ ।  ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ…

ସୂର୍ଯ୍ୟରେ ବିସ୍ଫୋରଣ: ଏସିଆ, ଜାପାନରେ ପ୍ରଭାବ

ନୂଆଦିଲ୍ଲୀ: କିଛି ମାସ ହେବ ସୂର୍ଯ୍ୟରେ ଛୋଟ ବଡ ବିକିରଣ ଜନିତ ବିସ୍ଫୋରଣ ଘଟିବାରେ ଲାଗିଛି । ସୋମବାର ଏଠାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଯାହାର ପ୍ରଭାବ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଛି । ଜାପାନ ଏବଂ ଏହାର ଆଖପାଖ କେତେକ ଅଂଚଳରେ ରେଡିଓ ବ୍ଲାକଆଉଟ ଦେଖିବାକୁ ମିଳିଥିଲା ।…

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ…

ଯୁବକଙ୍କୁ ସେନାରେ ଭର୍ତ୍ତି ନେଇ ଆରମ୍ଭ ହେଲା ଅଗ୍ନିପଥ ସ୍କିମ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶରେ ବଢ଼ିବ ନିଯୁକ୍ତି ସୁଯୋଗ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅଗ୍ନିପଥ ସ୍କିମ୍ । ଏହି ସ୍କିମ୍ ଜରିଆରେ ଭର୍ତ୍ତି ଲାଗି ଯୁବବର୍ଗଙ୍କ ବୟସ ୧୭ ବର୍ଷ ୬ ମାସରୁ ନେଇ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଭର୍ତ୍ତି ଯୁବକଙ୍କୁ ଟ୍ରେନିଂରୁ ନେଇ ୪ ବର୍ଷ ଯାଏ ସେନାରେ ସେବାର…

ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ, ଆସନ୍ତା ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ଆଶଙ୍କା

ଭୁବନେଶ୍ୱର: ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପ୍ରାକ୍-ମୌସୁମୀ ବର୍ଷା । ଅନ୍ୟପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ଓ ବଜ୍ରପାତ ଆଶଙ୍କା ରହିଛି । ୧୮ ତାରିଖ ଯାଏ ଏଭଳି ସ୍ଥିତି ବିଭିନ୍ନ ଜିଲ୍ଲାରେ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ଏହାର କିମ୍ଵଦନ୍ତୀ

- ଦେବଦତ୍ତ ରଥ ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ । ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ । ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦବଜାର ସ୍ଥିତ…