Latest Odisha News

BREAKING NEWS

Yearly Archives

2022

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୧ ସୁଲୋଚନା ପଚାରିଲେ, " ସ୍ୱାମୀ ! ଲଙ୍କା ନଗରୀ ବିଷୟରେ ମୋତେ ସମ୍ୟକ ଧାରଣା ଦିଅନ୍ତୁ। ମୁଁ ଯେତେବେଳେ ସେଠାରେ ଯାଇ ପହଞ୍ଚିବି ମୋତେ ଯେପରି ଅନୁଭବ ହେବ, ଅନେକ ଦିନର ପରିଚିତା ମୁଁ। କିଏ କିଏ ଆପଣଙ୍କର ଆତ୍ମୀୟ ସେଠାରେ…

ପାଓ୍ୱାରଙ୍କୁ ମନାଇପାରିବେ ମମତା ? ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ ନାହିଁ ଏକତା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବୈଠକ ବସିବ । ଏହା ପୂର୍ବୁରୁ ମଙ୍ଗଳବାର ସଂଧ୍ୟାରେ ମମତା ଦିଲ୍ଲୀରେ ପହଞ୍ଚିଛନ୍ତି। ଏହାପରେ ସେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟି ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାଇବାକୁ…

ବଡ଼ ଖବର: ୧୦୪ ଘଣ୍ଟା ପରେ ବୋରଓ୍ୱେଲରୁ ଉଦ୍ଧାର ହେଲେ ଦିବ୍ୟାଙ୍ଗ ରାହୁଲ

ରାୟପୁର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୧୦୪ ଘଣ୍ଟାର ଅପରେସନ ପରେ ବୋରଓ୍ୱେଲରେ ଫଶିଥିବା ଦିବ୍ୟାଙ୍ଗ ରାହୁଲ୍ ସାହୁଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍। ଛତିଶଗଡ ଜାଞ୍ଜଗିର ଜିଲ୍ଲାର ପିହରିଦ ଗାଁରେ ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରେ ଖସିପଡିଥିଲେ ରାହୁଲ।…

ମହାରାଷ୍ଟ୍ରର ମନ୍ତ୍ରୀ ଅନୀଲ ପରବଙ୍କୁ ସମନ୍ କଲା ଇଡି, ବୁଧବାର ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟ ସରକାରର ମନ୍ତ୍ରୀ ଅନିଲ ପରବଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଜି) । ଆସନ୍ତାକାଲି ତାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଜେରା କରିବାକୁ ସମନ କରିଛି ଇଡି । ମହାରାଷ୍ଟ୍ରର ରତ୍ନାଗିରିରେ ଥିବା ଡାପୋଲି ରିସୋର୍ଟର ମନି ଲଣ୍ଡରିଂ…

ଚହଲ ଏବଂ ପଟେଲଙ୍କ ଦମଦାର ବୋଲିଂ, ବିଶାଖପାଟଣାରେ ବାଜି ମାରିଲା ଭାରତ

ଅମରାବତୀ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚକୁ ଭାରତ ୪୮ ରନରେ ବିଜୟ ହାସଲ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ବାରବାଟୀରେ ଦକ୍ଷିଣ ଆଫ୍ରିକା ଘରୋଇ ଟିମ୍ ବିପକ୍ଷରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଥିଲା। ଏବେ ୫ଟି…

ପେନସନ୍‌ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୪୨୦ ଖଣ୍ଡ ଚିଠି

ବ୍ରହ୍ମପୁର: ପେନସନ ବୃଦ୍ଧି ପାଇଁ ଅଭିନବ ଉପାୟରେ ପ୍ରତିବାଦ ବ୍ରହ୍ମପୁରରେ ମଙ୍ଗଳବାର ଦେଖିବାକୁ ମିଳିଛି । ଅଲ ଓଡ଼ିଶା ଇପିଏଫ୍‍ ପେନସନରର୍ସ ଆସୋସିଏଶନ୍‍ ଗଞ୍ଜାମ ଜିଲା ଶାଖା ତରଫରୁ ଏଭଳି ଉଦ୍ୟମ ହୋଇଛି । ବ୍ରହ୍ମପୁର ମୁଖ୍ୟ ଡାକଘର ନିକଟରେ ଏକତ୍ରିତ ହୋଇ ଜିଲା ସଭାପତି ପ୍ରତାପ ଚନ୍ଦ୍ର…

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

ପୁଣି ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି  ।  ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଠ ଘଂଟାରୁ ଅଧିକ ସମୟ ପଚରାଉଚରା କରିଛି ।  ସୋମବାର, ଇଡି ଦୁଇଟି ପର୍ଯ୍ୟାୟରେ 10…

ରଣବୀର-ଆଲିୟାଙ୍କ ବ୍ରହ୍ମାସ୍ତ୍ରରେ ଶାହାରୁଖଙ୍କ ଭୂମିକାର ହେଲା ଖୁଲାସା!

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟ ଅଭିନୀତ ବ୍ରହ୍ମାସ୍ତ୍ର ଫିଲ୍ମର ଟିଜର ଏବେ ରିଲିଜ ହୋଇଛି । ଫଳରେ ଦର୍ଶକଙ୍କ ଉତ୍କଣ୍ଠା ଏହି ଫିଲ୍ମ ପ୍ରତି ଆହୁରି ବଢ଼ିଛି । ଟିଜରରେ ଶାହାରୁଖ ଖାଁଙ୍କୁ ଦେଖିବାକୁ ମିଳିଥିବା ପ୍ରଶଂସକମାନେ ଦାବୀ କରିଛନ୍ତି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ…