Latest Odisha News

BREAKING NEWS

Yearly Archives

2022

ବାରମ୍ବାର ବିଶ୍ୱାସଘାତ, ତଥାପି ବଢୁଛି ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ପଡ଼ୋଶୀ ସହ ବଢ଼ୁଛି ତିକ୍ତତା । ତଥାପି ଚୀନ ଉପରେ ବେଶୀ ଭରସା ! ୨ ବର୍ଷ ତଳେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି । ଗଲୱାନ ଘଟଣା ପରେ ଚୀନର କାରବାରକୁ ନେଇ ଭାରତ ଅନେକ ପ୍ରତିବନ୍ଧକ…

ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୬ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା…

‘ଓକିଲ ଆନ୍ଦୋଳନକୁ ସମର୍ଥନ କରେନି, ମୁଁ ଏହାର ଏକ ଅଂଶବିଶେଷ’

ଭୁବନେଶ୍ୱର: ଆନ୍ଦୋଳନ କରିବା ସାଧାରଣ ନାଗରିକର ମୌଳିକ ଅଧିକାର । ସମସ୍ତେ ଆନ୍ଦୋଳନ କରିପାରିବେ । ତେବେ ସମ୍ବଲପୁରରେ ଯେଉଁ ଓକିଲ ଆନ୍ଦୋଳନ ହେଉଛି ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ  ରାଜ୍ୟ ସରକାର । ଲୋକଙ୍କ ଦ୍ୱାରରେ ଆଇନ ସହାୟତା ଯୋଗାଇ ଦେବେ ବୋଲି କହୁଛନ୍ତି ସରକାର । ହେଲେ…

ଏହି ଦେଶରେ ମାଆ ହେଲେ ମିଳିବ ୩ ଲକ୍ଷ ଟଙ୍କା

ଟୋକିଓ: ଜାପାନରେ ଯୁବପିଢ଼ୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏ ନେଇ ସରକାର ଚିନ୍ତା ବ୍ୟକ୍ତ କରିବା ସହ ଏକ ମନଲୋଭ ଅଫର ପ୍ରଦାନ କରିଛନ୍ତି । ଏହା ଅନୁସାରେ ଏଥର ବିବାହିତ ଯୋଡି ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ ।…

ସହଜ ଓ ସରଳ ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତ । ଏଥିପାଇଁ ଆଜି ରାଜ୍ୟ…

ବ୍ରହ୍ମପୁରର ଛ’ ଘରୋଇ ନର୍ସିଂହୋମ୍‌କୁ ବିଏମ୍‌ସିର ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଗତ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତରଫରୁ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ନର୍ସିଂହୋମଗୁଡ଼ିକରେ ମାଳମାଳ ତୃଟି ସାମ୍ନାକୁ ଆସିଥିଲା। ଯୋଗ୍ୟତା ଅନୁଯାୟୀ…

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।…

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି…

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା…