Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ରୁକ୍ମିଣୀଙ୍କ ପ୍ରେମପତ୍ର: କ’ଣ ଲେଖିଥିଲେ ରୁକ୍ମିଣୀ ତାଙ୍କ ପ୍ରେମ ପତ୍ରରେ…

- ଦେବଦତ୍ତ ରଥ ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ…

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ…

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୪ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…

କବିତା : ଯେଉଁଠି ମୋ ପ୍ରିୟା ରହେ

ରାଜକିଶୋର ନାୟକ ଯେଉଁଠି ପ୍ରିୟା ମୋ ରହେ ନିଇତି ମଳୟ ଫୁଲର ମହକ ପ୍ରିୟା ଦେହ ଛୁଇଁ ଯାଏ ଫୁଲ ଫଗୁଣର ଘରଟିଏ ।୦। ଶୁଣିଛି ସେ ଘରେ ସୁନା ଝୁଲଣାରେ ପ୍ରିୟା ମୋର ଝୁଲୁ ଥାଏ ରୂପା ପଲଙ୍କରେ ଦୁଗ୍ଧ ଫେନ ଶେଜେ ଗହମ ନିଦରେ ଶୁଏ, ଡାକି ନାହିଁ କେବେ ତା ଫୁଲ ଘରକୁ ସତେ କେମିତିକା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୮ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଦେବାଳୟରେ ନାଗକନ୍ୟା ସୁଲୋଚନା ବିଷ୍ଣୁ ଆରାଧନାରେ ନିମଗ୍ନା। ପିତାଙ୍କ ଦ୍ୱାରା ଶାପିତା ହୋଇ ନାଗଲୋକରୁ ବିତାଡିତା ହେବା ପରେ ବିଷ୍ଣୁଙ୍କ ଶରଣରେ ରହିଛନ୍ତି। ମେଘନାଦର ଭୟରେ ଦେବରାଜ ଇନ୍ଦ୍ର…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

୯ରୁ ୯୦ ହେବ କଂଗ୍ରେସ, ୨୦୨୪ରେ ସରକାର ଗଢିବେ କହିଲେ ପିସିସି ସଭାପତି

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ କମବ୍ୟାକ କରିବ କଂଗ୍ରେସ । ୨୦୧୯ରେ ୯ଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ୨୦୨୪ ବେଳକୁ ଏହି ସଂଖ୍ୟା ୯୦ ଛୁଇଁବ । ନବ ନିଯୁକ୍ତ ପିସିସି ସଭାପତି ଏହା କହିଛନ୍ତି । ଆଉ ଏଥିପାଇଁ ସେ ରୋଡମ୍ୟାପ ପ୍ରସ୍ତୁତ କରିସାରିଥିବା କହିଛନ୍ତି ।…