Latest Odisha News

BREAKING NEWS

Yearly Archives

2022

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି…

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି, ସାମିଲ ହେବେ ଯୁକ୍ତ ୩, ପିଜି ଛାତ୍ର

ଭୁବନେଶ୍ୱର : କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି । ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର…

ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାରିପାରେ ଇଡି । ଅର୍ଚ୍ଚନା ନାଗ ମାମଲାରେ ଇଡି ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରିଛି । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି…

ଯୁବ ଚାଷୀଙ୍କ ପଶୁପ୍ରେମ, ଯୋଡ଼ା ବଳଦ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ

ବେଙ୍ଗାଲୁରୁ : ଯୁବ ଚାଷୀଙ୍କ ନିଆରା ପଶୁ ପ୍ରେମ । ଯୋଡ଼ା ବଳଦ ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ । ସମସ୍ତେ ନିଜ ବିବାହକୁ ଟିକିଏ ସ୍ୱତନ୍ତ୍ର କରିବାକୁ ଚାହିଁଥାଆନ୍ତି  ।  ନିଜ ବିବାହକୁ ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ କରିଛନ୍ତି ପଶୁପ୍ରେମୀ ମହେଶ । ଯାହା…

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ସ୍ୱଳ୍ପ ଗଳ୍ପ : ଅର୍ଥ ସହ ଏକ ରିଭଲଭର୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୭ ଛବିଟି ସ୍ୱତନ୍ତ୍ର। ପାବଲୋ ପିକାଶୋଙ୍କର ଛବି। ଗୋଟିଏ ଫଟୋଗ୍ରାଫ୍ । ପିକାସୋଙ୍କର ସେହି ଫଟୋଗ୍ରାଫର ଆଢୁଆଳରେ ଥିବା କାହାଣୀଟି କିନ୍ତୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ତଥା…

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ…