Latest Odisha News

BREAKING NEWS

Yearly Archives

2022

ତିନି ଦିନ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ତାତି । ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ପାରଦ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ୟୁରୋପରେ ଡରାଇଲାଣି ମଙ୍କିପକ୍ସ, ଜରୁରୀ ବୈଠକ ଡାକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା କାୟା କମିନି । ଡରାଇଲାଣି ମଙ୍କିପକ୍ସ । ୟୁରୋପରେ ଏବେ ମଙ୍କିପକ୍ସକୁ ନେଇ ଆତଙ୍କ ଖେଳିଯାଇଛି । ସେଠାକାର ବିଭିନ୍ନ ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ୟୁରୋପରେ ଶହେରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ…

ଆଜିଠୁ ମାଟ୍ରିକ ଖାତାଦେଖା, ୫୮ଟି ମୂଲ୍ୟାୟନ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ । ମୂଲ୍ୟାୟନରେ ୧୨ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ଆସନ୍ତା ୩୧ ତାରିଖ ଯାଏ ଚାଲିବ ମାଟ୍ରିକ ଖାତାଦେଖା । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ…

ବିଜେଡିର ପତିଆରା ଦେଖି ବିଷ୍ନୁ ସେଠୀ କହିଲେ ସଂସଦ ଯିବାକୁ ଇଚ୍ଛା !

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସେ ଆଉ ବିଧାନସଭାକୁ ଯିବାକୁ ଇଚ୍ଛା କରୁନାହାନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ସେ ଭଦ୍ରକ ସାଂସଦ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛନ୍ତି। ବିଧାନସଭାରେ କାହାରି ସ୍ୱର ନାହିଁ। ଯଦି କାହା…

“ମିଛ ଏନକାଉଣ୍ଟର ପାଇଁ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ”

ନୂଆଦିଲ୍ଲୀ: ୨୦୧୯ରେ ହାଇଦ୍ରାବାଦରେ ଏକ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଘଟଣାର ଅଭିଯୁକ୍ତ ଖସି ପଳାଉଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା ବୋଲି କହିଥିଲା। ଏନକାଉଣ୍ଟର ଉଦ୍ଦେଶ୍ୟମୂଳକ ଥିଲା ଏପରି କରି ପୋଲିସ ମାନବିକ ଅଧିକାର ଷୁର୍ଣ୍ଣ କରିଛି କହି କୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ…

ଓବିସି ସଂରକ୍ଷଣ: ମଧ୍ୟପ୍ରଦେଶକୁ ଅନୁମତି ମିଳିଲା, ଓଡ଼ିଶାକୁ କାହିଁକି ମିଳୁନି ପଚାରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ…

ଅନୁଭବ କାହିଁକି ପ୍ରଚାର ତାଲିକାରୁ ବାଦ୍ ପଡ଼ିଲେ ଜବାବ ରଖିଲେ ଦେବାଶିଷ

କଟକ: ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ଅଧ ଘଣ୍ଟାଏର ଏକ ଭିଡିଓ ଜାରି କରି ନିଜ ଭିତରେ ଥିବା ଅନେକ ଦୁଃଖକୁ ସର୍ବସାଧାରଣକୁ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ କଳାକାର ଅନୁଭବ ମହାନ୍ତି। ସେ ତାଙ୍କ ଭିଡିଓରେ ନିଜର ରାଜନୈତିକ କ୍ୟାରିଅରକୁ ନେଇ ଆଶଙ୍କା ପ୍ରକାଶ…

ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନଙ୍କ ସାନ ଝିଅ

ଭୁବନେଶ୍ୱର: ପୁଟିନଙ୍କୁ ବ୍ଲଡ କ୍ୟାନ୍ସର ଖବର ଆସିବା ପରେ ବିରୋଧୀଙ୍କ ମେଳିରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ଆସିଛି ଆଉ ଏକ ରହସ୍ୟମୟ ଖବର । ଯାହାର ସତ ଜାଣିଲେ ନିଜେ ପୁଟିନ୍ ବି ଚିଡ଼ିଯିବେ । ଚିଡ଼ିବା ତ ସ୍ୱାଭାବିକ । ଖବରଟି ଯେତେବେଳେ ତାଙ୍କ ସାନ ଝିଅର! ଖବର ଟି ହେଉଛି,…

ମାଏରାଙ୍କୁ ଫଲୋ କରିବାକୁ କହିଲେ ଅର୍ଜୁନ

ଭୁବନେଶ୍ୱର: ବଲିଉଡ ଅଭିନେତା ଆଗରୁ ଝିଅ-ପୁଅଙ୍କୁ ଫିଲ୍ମ ଯୋଗାଡ଼ କରିଦେଉଥିଲେ । ଏବେ ସୋସିଆଲ ମିଡିଆରେ ଫଲୋୟର୍ସ ବଢ଼ାଇବାକୁ ବି ଦାୟିତ୍ୱ ଭାବିନେଲେଣି । ଶୁକ୍ରବାର ମଡେଲ ତଥା ଅଭିନେତା ଅର୍ଜୁନ ରାମପଲ ଝିଅ ମାଏରାଙ୍କୁ ଫଲୋ କରିବାକୁ ନେଟିଜେନଙ୍କୁ ଅନୁରୋଧ କରିଛନ୍ତି । ମାଏରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମlଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସ ଙ୍କ ରଚିତ "ବ୍ରହ୍ମlଣ୍ଡ ଭୂଗୋଳ…