ପ୍ରାକ୍ ମୌସୁମୀ ସୂଚନା: ବିଭିନ୍ନ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲାର ହେଲା ସମୀକ୍ଷା
ନୂଆଦିଲ୍ଲୀ: ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ଏହାପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍ ମୌସୁମୀ ବା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ…