Latest Odisha News

BREAKING NEWS

Yearly Archives

2022

ମୁଣ୍ଡିଆ ମାରିବା ପୂର୍ବରୁ ଠାକୁର ଉଭାନ୍, ମୂର୍ତ୍ତିଶୂନ୍ୟ ହେବ କି ମନ୍ଦିରମାଳିନି ସହର ?

ଭୁବନେଶ୍ୱର: ମାତିଛନ୍ତି ଦୁର୍ଲ୍ଲଭ ମୁର୍ତ୍ତି ଚୋର । ଖାଲି କରିଦେଉଛନ୍ତି ମନ୍ଦିର । ମନ୍ଦିର ଅଛି ହେଲେ ଗାଏବ ହୋଇଯାଉଛି ଅଷ୍ଟଧାତୁରେ ନିର୍ମିତ ଠାକୁର।ରାତି ଅଧିଆ ମନ୍ଦିର‌ ବେଢାରୁ ଚୋରି ହୋଇଯାଉଛି ଦୁର୍ଲଭ ମୁର୍ତିର‌ ଠାକୁର। ରାଜଧାନୀରେ ଏବେ ମୁର୍ତ୍ତି ଚୋର ରାକେଟ ନେଇ ଲୋକଙ୍କ ଭାବା…

ସଡ଼କ ଦୁର୍ଘଟଣା ରେକର୍ଡ ପାଇଁ ପୋଲିସଙ୍କୁ ମିଳିଲା ଟ୍ୟାବ୍

ଭୁବନେଶ୍ୱର: ରାଜ୍ୟରେ ହେଉଥିବା ମୋଟରଯାନ ଦୁର୍ଘଟଣାର ରହିବ ଟିକିନିକି ରେକର୍ଡ । ଖାତା କଲମ ନୁହେଁ, ଡିଜିଟାଲ ରେକର୍ଡ ରହିବ । ସବୁ ଦୁର୍ଘଟଣାର ରେକର୍ଡ ରଖିବା ପାଇଁ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ ମିଳିତ ଭାବେ କାମ କରିବେ । ଇଣ୍ଟିଗ୍ରେଟେଡ୍ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଅଧୀନରେ…

ଅକ୍ଷୟଙ୍କୁ ସମାଲୋଚନା କଲେ ବିବେକ

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ସୋମବାର ଦି କଶ୍ମୀର ଫାଇଲ୍ସ ନିଦେ୍ର୍ଧଶକ ବିବେକ ଅଗ୍ନିହୋତ୍ରୀ ସମାଲୋଚନା କରିଛନ୍ତି । ମୋ ଫିଲ୍ମ ପାଇଁ ମୋତେ ବଲିଉଡରେ କୌଣସି ପ୍ରକାର ସହଯୋଗ ମିଳି ନ ଥିଲା । ବାଧ୍ୟ ହୋଇ ଯେଉଁମାନେ ପ୍ରଶଂସା କରିଛନ୍ତି ତାର ମାନେ କିଛି ନାହିଁ ବୋଲି ସେ…

ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀର ମୃତ୍ୟୁ, ଦାୟି କିଏ ?

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ବିଚରାଧୀନ କଏଦୀର ମୃତ୍ୟୁ । ଚୋରି ଅଭିଯୋଗରେ ରାଜେଶ ସିଂ ନାମକ ଜଣେ ବ୍ୟକ୍ତିକୁ ବେତନଟୀ ପୋଲିସ ଗିରଫ କରିଥିଲା । ଗିରଫଦାରୀ ପରେ ଅଭିଯୁକ୍ତ ରାଜେଶକୁ ବାରିପଦା ମଣ୍ଡଳ କାରାଗାରରେ ରଖାଯାଇଥିଲା । ତେବେ ଅସୁସ୍ଥତା କାରଣରୁ…

ଖରା ପାଇଁ ଭତ୍ତା ଗ୍ରହିତାଙ୍କୁ ମିଳିବ ଅତିରିକ୍ତ ୧୦୦ ଟଙ୍କା

ଭୁବନେଶ୍ୱର: ଭତ୍ତା ଗ୍ରହିତା ମାନଙ୍କୁ ରାଜ୍ୟ ସରକାର ଦେବେ ଅତିରିକ୍ତ ୧୦୦ ଟଙ୍କା । ସାମାଜିକ ସହାୟତା କାର୍ଯ୍ୟକ୍ରମ ଆଧାରରେ ରାଜ୍ୟରେ ଭତ୍ତା ପାଉଥିବା ହିତାଧିକରୀ ପାଇବେ ଅତିରିକ୍ତ ଗ୍ରୀଷ୍ମକାଳୀନ ସହାୟତା । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ…

ଏସିଆ କପ ହକି: ଭାରତୀୟ ଦଳରେ ସ୍ଥାନ ପାଇଲେ ୪ ଓଡିଆ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ପୁରୁଷ ଏସିଆ କପ ହକି ଆୟୋଜିତ ହେବ । ଏଥିପାଇଁ ସୋମବାର ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ୪ ଓଡିଆ ଏହି ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟମାନେ ହେଲେ ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ ଓ ଅଭିଷେକ…

ଭୁତୁମୁଣ୍ଡାଇରୁ ୨୫କେଜି ହରିଣ ମାଂସ ଜବତ, ଜଣେ ଗିରଫ

ପାରାଦ୍ଵୀପ: ଭୁତୁମୁଣ୍ଡାଇ ମହାନଦୀ ପୋଲ ଉପରୁ ୨୫ କେଜି ହରିଣ ମାଂସ ଜବତ କରିଛି କୁଜଙ୍ଗ ବନ ବିଭାଗ। ହରିଣ ମାଂସ ବ୍ୟବସାୟୀକୁ ଗିରଫ କରିବା ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଖରିନାସି ଗ୍ରାମର ଗୋପାଳ ମଣ୍ଡଳ। ଅଭିଯୁକ୍ତ ଗୋପାଳ ମଣ୍ଡଳ…

ଅଣ୍ଡର ୱାର୍ଲ୍ଡ ଡନ ଦାଉଦଙ୍କ ସହଯୋଗୀ ଘରେ ଏନଆଇଏ ରେଡ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ କରିଛି । ମୁମ୍ବାଇରେ ୨୫ ଏବଂ ଥାଣେ ୪ଟି ସ୍ଥାନ ଉପରେ ଘନ ଘନ ଚଢ଼ାଉ ଜାରୀ ରହିଛି । ଛୋଟା ସକୀଲ, ଜାଭେଦ ଚିକନା, ଟାଇଗର ମେନନ, ଇକବଲ ଗିର୍ଚି, ଦାଉଦର ଭଉଣୀ ହସିନା ପାରକର ଏବଂ ସେମାନଙ୍କ ସହ ଜଡିତ ଲୋକ ଏବଂ…

ମା’ଙ୍କ ସାଙ୍ଗରେ ଟ୍ରେନରେ ଆରାମରେ ଯିବ ଛୁଆ, ଲକ୍ଷ୍ନୌ ଟ୍ରେନରେ ବେବି ବର୍ଥ

ଭୁବନେଶ୍ୱର: ଛୋଟ ଛୁଆ ବା ଶିଶୁ ଥିବା ମହିଳାଙ୍କ ପାଇଁ ଟ୍ରେନ ଯାତ୍ରା ଅପେକ୍ଷାକୃତ କଷ୍ଟକର । ସଂକୀର୍ଣ୍ଣ ସିଟ୍ ବା ବର୍ଥ ପାଇଁ ଛୁଆ କୁ ଶୁଆଇବା କଷ୍ଟକର ହୋଇଥାଏ । ଏହି କଷ୍ଟ ଦୂର କରିବା ପାଇଁ ଭାରତୀୟ ରେଳ ପାଦେ ଆଗେଇଛି । ବିଶ୍ୱ ମାତୃ ଦିବସରେ ଭାରତୀୟ ରେଳର ନର୍ଦନ ରେଲୱେ ଏକ…

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…