Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] କାଠମାଣ୍ଡୁ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ : ଭିଡିଓ ଜାରି କରି ଘେରିଲା ବିଜେପି

ଦିଲ୍ଲୀ : ମଙ୍ଗଳବାର ଦିନ ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏକ ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହି…

ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ  ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ ।…

କେଉଁଠି ରହିବେ କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ?

କଟକ: କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍ । କଟକ ଜଗତପୁରରେ ରହୁଥିବା ଦମୟନ୍ତୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ଜଗତପୁରର ଯେଉଁ ବସ୍ତିରେ ସେ ପରିବାର ସହ ରହୁଥିଲେ ସେଠାରୁ ହଟି ଯିବା ପାଇଁ ଇଡକୋ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ମେ ୧୦ ତାରିଖ ସୁଦ୍ଧା…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏକ ଟ୍ବିଟ୍‌ କରି ‌ଲେଖିଛନ୍ତି, ‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…

ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡ଼ା: ବିଜେପି ବରିଷ୍ଠ ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।…

ଗନ୍‌ ପଏଣ୍ଟରେ ଲୁଟ୍‌: ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନୀ। ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି।…

ଆଜି ପବିତ୍ର ଅକ୍ଷୟ ତୃତୀୟା:ଅଖିମୁଠି ଅନୁକୂଳ କରିବ ଚଷା ପୁଅ

 ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମାଆ ଲକ୍ଷ୍ମୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆମେ ଏହା କିପରି ଓ କେଉଁଠି କରିବା ସେ ସମ୍ପର୍କରେ ଜାଣିଲେ। ତଥାପି କିଛି ବ୍ୟକ୍ତି ନିଜ ଧନ ଯୌବନ ର ମୋହରେ ମତ୍ତ ହୋଇ ଧର୍ମ ଅର୍ଜନ ଓ ନାମ…

ଭାଷା ଭାଗବତ : ବହିପଢ଼ା ଅଭ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୪  ଲୋକେ ତ କଥା ଶୁଣି, କହି ମଜାରେ ଥାଂତି ଏଠି ରହି ପରୀକ୍ଷା ଦେବାର ତ ନାହିଁ କିଆଁ ପଢ଼ିବେ କେଉଁ ବହି ? ବହିରେ ଲେଖା କଥା ଶୁଣି ମାନି ଚଳିଲେ, ନାହିଁ ହାନି ପର ବଚନ କହି ଜ୍ଞାନୀ ସହଜେ ହୋଇଥାଂତି ଧନୀ ସହଜ ଧନାର୍ଜନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୭  ନିଜ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ନିଜେ ହିଁ ଘାଣ୍ଟି ହେଇପଡିଲା । ଯାହା ହେଲେ ବି ସେ ଦୋଷୀ । ଅନ୍ଧାରକୁ ଫିକା କରି ସୂର୍ଯ୍ୟର ହାଲ୍‌କା, କୋମଳ, କିରଣ ବିଛୁଡି ପଡ଼ିଲା ଚଟାଣରେ । ରାତିର ଝଡ ତୋଫାନ୍…