ସନେଟ : ଅକ୍ଷୟ କଳସୀ
ଅନୀତା ପାଣି
କୋଟି ପୂଣ୍ୟଦାୟୀ ଅକ୍ଷୟ ତୃତୀୟା କଳନା ନ ଥାଏ ଏଠି,
ପାହାନ୍ତି ପ୍ରହରୁ କ୍ଷେତ ଅନୁକୁଳ ପୂଜା ହେବେ ମାଆ ମାଟି ।
ଝୋଟି ପିଠାପଣା ବାସେ ଧୂପଝୁଣା ହଳଦୀ ପାଣି ଅଗୁରୁ ,
ଶୁଭ ଲଗନରେ ବିଜେ ହେବେ ଲକ୍ଷ୍ମୀ ବୈକୁଣ୍ଠ ଲାଗଇ ଘର ।
ନୀଳାଚଳ ରାଜା ମାମୁଁ ଘର ଯିବେ ରଥକାଠ…