ସବକମିଟି ବୈଠକରେ ବାହାରିଲାନି ନିଷ୍କର୍ସ: ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ପୁଣି ହତାଶ ଭକ୍ତ
ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ ଲାଗିଛି ବଡ ଝଟକା । ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ । ଅଟକି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏ…