ଲୋକାୟୁକ୍ତଙ୍କୁ ଦେଖି ଭୟରେ ଗିଳି ଦେଇଥିଲେ ଲାଞ୍ଚ ଟଙ୍କା; ଡାକ୍ତରଖାନା ଯାଇ ବାହାର କଲେ
ଭୋପାଳ: ଲାଞ୍ଚ ନେଉଥିଲେ । ହେଲେ ଯେତେବେଳେ ରଙ୍ଗେ ହାତ ଧରାପଡିଗଲେ ଅପମାନକୁ ହଜମ କରିପାରିଲେ ନାହିଁ । ଜୀବନ ବିକଳରେ ଟଙ୍କାକୁ ଗିଳି ପକାଇଲେ ସରକାରୀ କର୍ମଚାରୀ । ହେଲେ ଲୋକାୟୁକ୍ତ ଟିମ କି ସହଜେ ଛାଡନ୍ତି ! ଶେଷରେ ସରକାରୀ ଅଧିକାରୀ ପେଟରୁ ଉଗାଳିଲେ ଟଙ୍କା । ଏମିତି ଅଭାବନୀୟ ଘଟଣା…