ବନ୍ୟାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ; ବିଧାନସଭା, ସୁପ୍ରିମକୋର୍ଟ ନିକଟରେ ପହଞ୍ଚିଲାଣି ପାଣି
ନୂଆଦିଲ୍ଲୀ:ଭୟଙ୍କର ହେଉଛି ଯମୁନା । ଯମୁନା ନଦୀର ବନ୍ୟାପାଣିରେ ଯେମିତି ସାରା ଦିଲ୍ଲୀ ଭାସୁଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି । ଲାଲକିଲ୍ଲା, ରାଜଘାଟରେ ବି ପାଣି । ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି । ଏପରିକି ସୁପ୍ରିମକୋର୍ଟ ନିକଟରେ…