ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଏକାଦଶୀ ନୀତି ବିଷୟରେ ଜାଣିଲେ l ପ୍ରତ୍ୟେକ ଏକାଦଶୀ ତିଥିରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ l ତେଣୁ ତିନି ଜଣ ଚୁନରା…