Latest Odisha News

BREAKING NEWS

Yearly Archives

2023

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…

ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର

ନୂଆଦିଲ୍ଲୀ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ହେଲିକପ୍ଟର 9NMV । ହଠାତ ନେପାଳ ଆକାଶରେ ନିଖୋଜ ହୋଇଯାଇଛି ।  ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ ବୋଲି ଜଣାଯାଇଛି । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ…

ଭୁଲ ଦିଗରୁ ଆସି କାରକୁ ଧକ୍କା ଦେଲା ସ୍କୁଲ ବସ: ୬ ମୃତ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଗାଜିଆବାଦରେ ବଡ ଧରଣର ଦୁର୍ଘଟଣା । ସ୍କୁଲ ବସ୍ ସହ କାର ମୁହାଁମୁହିଁ  ଧକ୍କା  । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜଣେ ୮ ବର୍ଷ ଶିଶୁ ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଓ ମେରଠ…

ଟ୍ରେନ ଧକ୍କାରେ ୧୦ଫୁଟ ତଳକୁ ଛିଟିକି ପଡ଼ିଲା ମାଈହାତୀ; ଛଟପଟ ହୋଇ ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ  ମାଈ ହାତୀର ମୃତ୍ୟୁ  । ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ । ମାଈ ହାତୀ ଆମ୍ବଧରା ନାଳ ଏବଂ…

World Population Day 2023: କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ…

ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟ୍ସଆପ୍‌ରେ ଇଣ୍ଟିମେସନ୍

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟସ୍ଆପ୍‌ ଇଣ୍ଟିମେସନ୍ ଗ୍ରହଣ କରାଯିବ। ଅନେକ ସମୟରେ ବୈଷୟିକ ସମସ୍ୟା ଯୋଗୁଁ ଇଣ୍ଟିମେସନ୍ ଲେଟର ଡାଉନଲୋଡ କରିବାରେ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସାମ୍‌ସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହ୍ୱାଟ୍ସଆପକୁ ଇଣ୍ଟିମେସନ୍…

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ…

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ…

ଭାଷା ଭାଗବତ : ନିଜର ପଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ ବାଛିନିଏ ନିଜର ପଥ ହୁଏ ଚିଂତାର ଅଗ୍ରଦୂତ ନ ହୋଇ ବୃଥା ବିଚଳିତ ଏପରି ନିଷ୍ଠାବାନ୍ କବି ମନରେ ନାନା କଥା ଭାବି ତହିଁରୁ ଅଳ୍ପ କିଛି ବାଛି ରଖେ ଅକ୍ଷରାକାରେ ସଂଚି ତତ୍କାଳ ପ୍ରାପ୍ତ ମତାମତ…