Latest Odisha News

BREAKING NEWS

Yearly Archives

2023

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ…

ଗୋଟେ ମିନିଟ୍‌କୁ ଗୋଟେ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ଉର୍ବଶୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତଲା ଅଧିକାଂଶ ସମୟ ନିଜର ପ୍ରଫେସନ ବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏବେ ସେ ଫିଲ୍ମର ଆଇଟମ୍ ଡ଼୍ୟାନ୍ସ ପାଇଁ ଅଧିକ ଚାର୍ଜ କରୁଛନ୍ତି । ସେ ଅନେକ ଶୋ’ରେ ବିଚାରକ…

ପିଜିଆଇ ରିପୋର୍ଟ: ଫାଇଭ-ଟି ପଦକ୍ଷେପ ପାଇଁ ଓଡ଼ିଶାର ଶିକ୍ଷା ବ୍ଯବସ୍ଥା ତଳକୁ ଖସିଛି କହିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସର୍ବଭାରତୀୟ ସ୍ତରରେ ରାଜ୍ୟ ତାଲିକାରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୈା ଗୁରୁତ୍ୱ ଦେଉନଥିବାର ଏହି…

ଦୁନିଆର ସବୁଠାରୁ ଯନ୍ତ୍ରଣାଦାୟକ ଉଦ୍ଭିଦ : ଏହାକୁ ଛୁଇଁଲେ ବିଦ୍ୟୁତ୍‌ ଆଘାତ ପରି ଲାଗେ

ବ୍ରିଟେନ: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ପ୍ରତ୍ୟେକ ଉଦ୍ଭିଦର ଭିନ୍ନ ଭିନ୍ନ ବିଶେଷତା ରହିଥାଏ । ତଥାପି, ଦୁନିଆର ପ୍ରାୟ ପ୍ରତ୍ୟେକ ଉଦ୍ଭିଦ କେବଳ ଅମ୍ଳଜାନ ଯୋଗାଇଥାଏ । ମଣିଷମାନେ ଗୋଟିଏ ବା ଅନ୍ୟ ଉପାୟରେ ପ୍ରତ୍ୟେକ ଗଛରୁ ଲାଭବାନ ହୁଅନ୍ତି । କିନ୍ତୁ ଆଜି ଆମେ…

ଦିନିକିଆ ବିଶ୍ୱକପ କ୍ରିକେଟ: ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରିବା ପାଇଁ ଜିଦ ଧରିଲାଣି ପାକିସ୍ତାନ

ଲାହୋର: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରାଇବା ପାଇଁ ଜିଦ ଧରିଛି । ଆସନ୍ତା ସପ୍ତାହରେ ଡର୍ବାନରେ ହେବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ପାକିସ୍ତାନ…

ଓଟିପି ସେୟାରିଂ ମାମଲା, ଆର୍ଥିକ ନେଣଦେଣକୁ ସ୍ବୀକାର କଲା ଅଭିଯୁକ୍ତ; ଭୁବନେଶ୍ବରରେ ଏନଆଇଏ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଓଟିପି ସେୟାରିଂ ସ୍କାମର ତଦନ୍ତ ଓ ପଚରାଉଚରା ଚାଲିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍ ସୋମବାର ଭୁବନେଶ୍ୱରରେ ପହଞ୍ଚିଛି। ଏହି ମାମଲାରେ ଏଯାବତ୍ ଛଅ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଣ୍ଟି ଟେରରିଜମ ସ୍କ୍ୱାର୍ଡ (ଏଟିଏସ୍) ପକ୍ଷରୁ ସୂଚନା…

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି…

‘ବିଜେଡିର ଅନେକ ନେତା ଅସନ୍ତୁଷ୍ଟ, ପାଣ୍ଡିଆନ ବାଣ୍ଟିବେ ଦଳୀୟ ଟିକେଟ’

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଶାସକ ବିଜୁ ଜନତା ଦଳରେ ବଢୁଥିବା ଭୂମିକାକୁ ଓଡିଶାର ବିରୋଧୀ ବିଜେପି ସମାଲୋଚନା କରିଛି। ବରିଷ୍ଠ ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକେ ବିଜେଡିକୁ ଭୋଟ୍ ଦେଇଥିଲେ, କିନ୍ତୁ ଏବେ…

ନିର୍ଯାତନା ଅଭିଯୋଗ, ବିଜେଡି ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ସଂଯୁକ୍ତା

ପୁଣି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ଗତ ଏପ୍ରିଲ ମାସରେ ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଏହାପରେ ସୋମବାର ଭୁବନେଶ୍ୱରର…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ଭାଙ୍ଗି ପାରନ୍ତି ଅନେକ ରେକର୍ଡ

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର(୧୨ ଜୁଲାଇ)ଠାରୁ ଆରମ୍ଭ ହେବ । କୋହଲିଙ୍କ ପ୍ରଦର୍ଶନ ୱେଷ୍ଟଇଣ୍ଡିଜରେ ଭଲ ରହିଛି । ସେ ୯ ଟେଷ୍ଟରେ ୩୫.୬୧ ଆଭରେଜରେ ୪୬୩ ରନ କରିଛନ୍ତି । ସର୍ବାଧିକ ସ୍କୋର ୨୦୦ ରହିଛି । ସେହିପରି ଦିନିକିଆରେ ୧୮ ମ୍ୟାଚରେ…