ବର ସହ ମାର୍କଣ୍ଡି ସାଜିଲା ସୁଟ-ଟାଇ ପିନ୍ଧିଥିବା ଲାଲ୍ମା, ଲୋକେ ନେଲେ ସେଲ୍ଫି
ନ୍ୟୁୟର୍କ : ବିବାହରେ ବର ସହିତ ମାର୍କଣ୍ଡି ଯିବାର ପରମ୍ପରା ରହିଛି । ଏହି ପରମ୍ପରା କେବଳ ଭାରତୀୟ ବିବାହରେ ନୁହେଁ, ବିଦେଶରେ ଖ୍ରୀଷ୍ଟିଆନ ବିବାହରେ ମଧ୍ୟ ଏପରି ଦେଖିବାକୁ ମିଳେ । କନ୍ୟା ଘର ପକ୍ଷରୁ ମାର୍କଣ୍ଡିଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଥାଏ । କିନ୍ତୁ ବର ସହିତ ପଶୁ ମାର୍କଣ୍ଡି ହୋଇ…