ଚୀନକୁ ଚେତାବନୀ ଦେଲେ ବାଇଡେନ: ରୁଷଠାରୁ ଯେତେ ଦୂରେଇ ରହିବ ସେତେ ଫାଇଦା
ୱାଶିଂଟନ: ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା ରାଷ୍ଟ୍ରପତି । ଚୀନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସିଧାସଳଖ ଧମକ ଦେଇ ବାଇଡେନ କହିଛନ୍ତି, ଚୀନ ଭଲଭାବେ ବୁଝିବା ଉଚିତ୍ ଯେ, ତାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପଶ୍ଚିମ…