ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୦)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବାହାରକୁ ମୁଣ୍ଡ କାଢି, ଏପଟସେପଟ ଚାହିଁ ଭଲଭାବରେ ଦେଖିଲା, କେହି ବି ଦେଖାଗଲେନି । ଏଥର କବାଟ ବନ୍ଦକରି ଫେରି ଆସିଲା ବେଳକୁ ଚଟାଣ ଉପରେ ପଡ଼ିଥିବା ଗୋଟେ ଲଫାପା ଉପରେ ତା'ର ନଜର ପଡ଼ିଗଲା । କୌତୁହଳବଶତଃ,…