ପ୍ରବଳ ବର୍ଷା ଯୋଗୁ ବେହାଲ ଗୁଜରାଟ ,୯ ମୃତ, ୨୪ ଘଣ୍ଟାରେ ହୋଇଛି ୩୯୮ ମିମିରୁ ଅଧିକ ବର୍ଷା
ଗାନ୍ଧୀନଗର: ମୁସଳ ଧାରାରେ ବର୍ଷା ଗୁଜରାଟରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ଏମାର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ଏହି ସୂଚନା ଦେଇଛି। ଏସ୍ଇଓସିର ସୂଚନା ଅନୁସାରେ ଶୁକ୍ରବାର ଦିନ ୧୨ଟା ପର୍ଯ୍ୟନ୍ତ ୩୦ ଘଣ୍ଟା ମଧ୍ୟରେ ରାଜ୍ୟର ୩୭ ଟି ବ୍ଲକ୍ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।…