Latest Odisha News

BREAKING NEWS

Yearly Archives

2023

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…

ୱିମ୍ବେଲଡନ ଟେନିସରେ କମେଂଟ୍ରି କରିବ ଏଆଇ

ଲଣ୍ଡନ: ଟେନିସର ସବୁଠାରୁ ପୁରାତନ ଟୁର୍ଣ୍ଣାମେଂଟ ୱିମ୍ବେଲଡନରେ ଏଥର ଆର୍ଟିଫିସିଆଲ ଇଂଟେଲଜେନ୍ସି ମାଧ୍ୟମରେ କମେଂଟ୍ରି କରାଯିବ । ଜୁଲାଇ ୩ରୁ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ବିଶେଷ ବିନା ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳର ବ୍ୟବହାର କରାଯାଇ…

ଏପି ଧିଲ୍ଲନ୍‌ଙ୍କୁ ଡ଼େଟ୍ କରୁଛନ୍ତି ଶ୍ରୀଦେବୀଙ୍କ ଝିଅ ଖୁସି କପୁର

ମୁମ୍ବାଇ: ବଲିଉଡ ଦିବ୍ୟଗଂତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବେ ଚର୍ଚ୍ଚାରେ । ଖୁସି ସିଙ୍ଗର ଏପି ଧିଲ୍ଲନଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୁସି ଓ ଏପି ଧିଲ୍ଲନଙ୍କୁ ଅନେକ ସମୟରେ ଏକାଠି ନଜର ଆସୁଛନ୍ତି । ଏଥିସହିତ ଏପି ଧିଲ୍ଲନ ନିଜ ଗୀତ ‘ଟୁ ଷ୍ଟୋରିଜ’ରେ…

ଦାମୀ କାର କିଣିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ

ମୁମ୍ବାଇ: ଦାମୀ କାର କିଣିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ । ନିକଟରେ ରେଞ୍ଜ ରୋଭର ଏସଭି କିଣିଛନ୍ତି । ଏହାର ମୂଲ୍ୟ ପ୍ରାୟ ୫.୪ କୋଟି ଟଙ୍କା ଅଟେ । ସାଧାରଣତଃ ରେଞ୍ଜ ରୋଭରକୁ ସେଲିବ୍ରିଟିମାନେ ଅଧିକମାତ୍ରାରେ ପସନ୍ଦ କରିଥାନ୍ତି । ତେଣୁ ପ୍ରାୟ ସମସ୍ତ ସେଲିବ୍ରିଟିଙ୍କ ପାଖରେ ଏହି କାର…

ଏମିତି ଜଣେ ବ୍ୟକ୍ତି: ଯାହାକୁ ଶୀତଦିନେ ପ୍ରବଳ ଗରମ ଓ ଗରମ ଦିନେ ଶୀତ ହୁଏ, ଡ଼ାକ୍ତରୀ ବିଦ୍ୟା ବି ଫେଲ୍‌

ହରିୟାଣା଼: ଏପ୍ରିଲ-ମେ ମାସରେ ଡ଼ହ ଡ଼ହ ଖରା । ପ୍ରବଳ ଖରା ଯୋଗୁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଫଳରେ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ୁଥିଲା । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇ ମଧ୍ୟ ପଡ଼ିଥିଲେ । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯିଏକି କମ୍ବଳ ଓ ବେଡ଼ସିଟ୍…

୩୨ ବର୍ଷ ବୟସରେ ୬୫ ପିଲାର ବାପା : ଏବେ ଖୋଜୁଛନ୍ତି ପ୍ରକୃତ ଜୀବନସାଥୀ

ନ୍ୟୁୟର୍କ: ୩୨ ବର୍ଷ ବୟସରେ ୬୫ ପିଲାର ବାପା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । କିନ୍ତୁ ଘଟଣାଟି ସତ । ଏମିତି ଜଣେ ଆମେରିକୀୟ ଯୁବକ ଅଛନ୍ତି ଯିଏ ଶୁକ୍ରାଣୁ ଦାନ କରି ମାତ୍ର ୩୨ ବର୍ଷ ବୟସରେ ୬୫ ପିଲାର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏବେ ସେ ଆଉ…

ବ୍ରିଜଭୂଷଣ କେସର ଚାର୍ଜଶିଟ କପି ରେସଲରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରେସଲରମାନେ ଧାରଣାରେ ବସିଥିଲେ । ସୋମବାର ରେସଲରମାନେ ଧାରଣାରୁ ଓହରିବା ସହ ଏଥର କୋର୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟର କପି…

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ ପଡ଼ିଆ କାର୍ଯ୍ୟକ୍ରମରେ…

କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର, କଟାଗଲା ପାଦ

ବାଙ୍ଗାଲୋର: କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ବଂଚାଇବା ପାଇଁ ଡାକ୍ତର ଡାହଣ ପାଦ କାଟିବାକୁ ବାଧ୍ୟ ହୋଇଛନ୍ତି । ବାଇକରେ ସେ ମସୁରୀରୁ ଉଟୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ଏକ ଟ୍ରାକ୍ଟରକୁ ଓଭରଟେକ କରିବା ବେଳେ ସନ୍ତୁଳନ…

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା ବିଜେଡି- ୯ ବର୍ଷରେ ଜନ୍ମମାଟି ପାଇଁ କ’ଣ କରିଛ କୁହ

ଭୁବନେଶ୍ୱର: ଅନୁଗୁଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବାବେଳେ  ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର…