ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ-‘ନୀଳବର୍ଣ୍ଣ ଶୃଗାଳମାନଙ୍କ ମୁଖା ଖୋଲିବାକୁ ହେବ’
ଛେଣ୍ଡିପଦା: ଓଡ଼ିଶାର ଶାସନତନ୍ତ୍ର ଭୁଷୁଡି ପଡିଛି । ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ଆକାରରେ ରାଜ୍ୟ ସରକାର ଦଳୀୟ କର୍ମୀଙ୍କ ହାତରେ ଟେକି ଦେଇଛନ୍ତି । ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ଲୋକମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଇବା ସହ ସଭା ସମିତି ଆୟୋଜନ କରୁଛନ୍ତି । ଏ …