ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ, ତାପରେ ରୋଷ ହୋମ…