ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି
ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ ।…