କଟକ: ଡ୍ରେନ ସନ୍ଧିରେ ଖସିପଡିବାରୁ ନାବାଳିକାର ମୃତ୍ଯୁ
କଟକ : ତାଳଦଣ୍ଡା କେନାଲରେ କାର ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମଙ୍ଗଳବାର ଜଣେ ନାବାଳିକା ଦୁର୍ଘଟଣାରେ ପ୍ରାଣ ହରାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କେଶରପୁର-ଗମାଣ୍ଡିଆ ଅଞ୍ଚଳରେ ଥିବା ଏକ ଡ୍ରେନ୍ ଉପରେ ଥିବା ବ୍ରିଜ୍ ଉପରେ ଥିବା ବଡ଼ ବଡ଼ ପାଇପ୍ ଓ କଂକ୍ରିଟ…