କିରେନ ରିଜିଜୁଙ୍କ ପରେ ବଦଳିଲା ଆଉ ଜଣେ ମନ୍ତ୍ରୀଙ୍କ ବିଭାଗ
ନୂଆଦିଲ୍ଲୀ:ହଠାତ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଗୁରୁବାର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଚାଲିଛି ଅଦଳ ବଦଳ । ପ୍ରଥମେ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ପଦରୁ ହଟାଇବା ପରେ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଷ୍ଟ୍ର ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଏବେ ତାଙ୍କୁ ସ୍ୱାସ୍ଥ୍ୟ…