Latest Odisha News

BREAKING NEWS

Yearly Archives

2023

ବିଜେପି ବଢ଼ାଉଥିଲା କଂଗ୍ରେସ କମାଉଛି !

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟ ଓ ଦେଶରେ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ନେଇ ଆଗଉଛନ୍ତି। ବର୍ତ୍ତମାନର ଦେଶର ପ୍ରମୁଖ ସମସ୍ୟା ଦରଦାମ ବୃଦ୍ଧି ବୋଲି କୁହାଯାଉଛି। ଯାହାକି ପ୍ରତ୍ୟେକ ଲୋକଙ୍କ ପାଇଁ କଷ୍ଟ ଆଣିଦେଇଛି। ଯାହାକୁ କଂଗ୍ରେସ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର…

ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ବିଶ୍ୱ ରେକର୍ଡଧାରୀ ଆଥଲେଟ

ମୋନାକୋ: କେନିୟାର ବିଶ୍ୱରେକର୍ଡ ଧାରୀ ଦୂରଗାମୀ ଧାବକ ରୋନେକ୍ସ କ୍ରିପୁଟୁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ ଇଂଟିଗ୍ରିଟି ୟୁନିଟ ତାଙ୍କୁ ବାସନ୍ଦ କରିଛନ୍ତି । ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଧାରରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି । ରକ୍ତ ନମୁନାରେ ହୋଇଥିବା ପରିବର୍ତନକୁ…

କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ସେୟା ହେବ !

ଭୁବନେଶ୍ୱର: କର୍ଣ୍ଣାଟକରେ ଭିନ୍ନ ଷ୍ଟ୍ରାଟେଜି କରି ବଡ଼ ବିଜୟ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶରେ ସମାନ ଢାଞ୍ଚା ଆପଣାଇବା ଆରମ୍ଭ କରିଛି। ଏପରିକି ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାବେଳେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ମଧ୍ୟପ୍ରଦେଶରେ ପ୍ରଚାର ପ୍ରସାର ଆରମ୍ଭ କରିଦେଲାଣି।…

ରାମମୟ କଂଗ୍ରେସ, କଣ କରିବ ବିଜେପି?

ଭୁବନେଶ୍ୱର: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଆଗକୁ ବଢୁଛି କି କଂଗ୍ରେସ ? ସାଧାରଣତଃ ବିଜେପିକୁ ହିନ୍ଦୁତ୍ୱ ସହ ଯୋଡ଼ାଯାଏ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ଏ କଥାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ବଜରଙ୍ଗ ଦଳ ବ୍ୟାନ କରାଯିବା ପ୍ରସଙ୍ଗକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ…

ଦୁଷ୍କର୍ମ ମାମଲା: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କାଙ୍କ ବିରୋଧରେ ଆସିଥିବା ୪ରୁ ପ୍ରତ୍ୟାହାର ହେଲା ୩ଟି ଅଭିଯୋଗ

ସିଡନୀ: ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗଣଥିଲକାଙ୍କୁ ଆଜି କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଆସିଥିବା ୪ଟିରୁ ୩ଟି ଅଭିଯୋଗକୁ ସିଡନୀ କୋର୍ଟ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି । ୩୨ ବର୍ଷୀୟ ଦନୁଷ୍କାଙ୍କୁ ଗତ ବର୍ଷ ଟି୨୦ ବିଶ୍ୱକପ ଅବସରରେ ପୋଲିସ…

ଆଗାମୀ ୫ ବର୍ଷରେ ରେକର୍ଡ ଭାଙ୍ଗିବ ତାତି, ଚେତାଇଲା ଡବ୍ଲୁଏମ୍ଓ

ନୂଆଦିଲ୍ଲୀ: ୨୦୨୩ରୁ ୨୦୨୭, ତାତିରୁ ମିଳିବନି ତ୍ରାହି । ବଢ଼ିବ ପାରଦ ବଢ଼ିବ ତାତି । ଏବେ ଭାରତ ସହ ବିଶ୍ୱର ଅନେକ ଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବର୍ଷକୁ ବର୍ଷ ତାପମାତ୍ରା ମଧ୍ୟ ବଢ଼ି ଚାଲିଛି । ଡବ୍ଲୁଏମ୍ଓ (ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍) ଅନୁସାରେ, ୨୦୨୩ରୁ…

ଲକ୍ଷ୍ନୌକୁ ଜିତାଇବା ପରେ ଡାକ୍ତରଖାନାରେ ପଡିଥିବା ବାପାଙ୍କ ଭିଡିଓ କଲ କରି ମୋହସୀନ କହିଲେ ଆପଣ ଖୁସି ତ ?

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ବିଜୟୀ କରାଇଥିବା ମୋହସୀନ ଖାଁ ପ୍ରଦର୍ଶନ ଅପେକ୍ଷା ଅନ୍ୟ ଏକ କାରଣ ନେଇ ପ୍ରଶଂସିତ ହେଉଛନ୍ତି । ଶେଷ ଓଭରରେ ମୁମ୍ବାଇ ଜିତିବା ପାଇଁ ୧୧ ରନ ଆବଶ୍ୟକ କରୁଥିବା ବେଳେ ମୋହସୀନଙ୍କ ବୋଲିଂ ଯୋଗୁ ଦଳ ୫…

ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ୫୦ କେଜି ଫଳ ଜବତ

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଆଜି ବିଏମସିର…

ପ୍ରଥମେ ଆଲିଙ୍ଗନ, ତା’ ପରେ ଗୁଳି ଶେଷରେ ଆତ୍ମହତ୍ୟା …ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଉନ୍ମତ କାଣ୍ଡ

ନୂଆଦିଲ୍ଲୀ:ପ୍ରଥମେ ଆଲିଙ୍ଗନ କଲା । ତା’ ପରେ ଗୁଳି କରି ହତ୍ୟା କଲା । ଶେଷରେ ନିଜେ ଆତ୍ମହତ୍ୟା କଲା । ଏପରି ଘଟଣା ଆଜି ଘଟିଛି ଗ୍ରେଟର ନଏଡାର ଶିବ ନାଡର ୟୁନିଭର୍ସିଟିରେ । ଜଣେ ଛାତ୍ର ତାଙ୍କ ସାଥୀ ସହପାଠିନୀଙ୍କୁ ଏପରି ଭାବେ ହତ୍ୟା କରିଛି । ଛାତ୍ରୀଙ୍କ ଘର କାନପୁରରେ ହୋଇଥିବାବେଳେ…

ଔଷଧ ଦୋକାନ ନାଁ ବଦଳାଇବାକୁ ୧୦ ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର

ଭୁବନେଶ୍ୱର: ଔଷଧ ଦୋକାନ ନାଁ ପରିବର୍ତ୍ତନ ଲାଗି ଲାଞ୍ଚ । ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଫୁଡ୍ ସେଫଟି କମିଶନର କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଗିରିଜା ଶଙ୍କର ଦାସ । ଜଣେ ଫାର୍ମାସିଷ୍ଟ ତାଙ୍କ ଔଷଧ ଦୋକାନର ନାଁ ବଦଳାଇବା ଲାଗି ଆବେଦନ କରିଥିଲେ । ଆଉ ଉକ୍ତ ଫାଇଲକୁ…