Latest Odisha News

BREAKING NEWS

Yearly Archives

2023

ଜୀବନ ଏକ ଶୃଙ୍ଖଳା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାରେ ସହାୟକ ହୁଏ । ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ । ଲକ୍ଷ୍ୟହୀନ ଜୀବନ ସମାଜର ମଙ୍ଗଳ କରିପାରେନା । ଯେଉଁ ସମାଜ ଆମକୁ ମଣିଷ କରିଛି । ଯେଉଁ ମାଟିରୁ ପାଣି ପବନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ଏବଂ ରୋହାନ୍ ଫେରିଲା ବେଳକୁ ବୀରା ଦେଖିଲା ଯେ ରୋହାନ୍ ବି ସିଡ଼୍‌ ଭଳି ବହୁତ ଖାଦ୍ୟ ତା' ପ୍ଲେଟ୍‌ରେ ଆଣିଛି । ଆଉ ତାକୁ ଦେଖି ସମୀରା ମଧ୍ୟ ଚୁପିଚୁପି ହସି ବୀରାକୁ ଏକଥା ଇଶାରାରେ ଦେଖାଇଦେଉଥାଏ ।…

ଅନୁବାଦ କବିତା : ତୁମର ଦୁଇହାତ

ମୂଳ ବାଂଲା: ମହାଦେବ ସାହା ତୁମର ଦୁଇହାତ ଖୋଲି କେବେ ହେଲେ ଦେଖିନାହିଁ ସେଇଠି ଯେ ଫୁଟିଅଛି ପୃଥିବୀର ସବୁଠାରୁ ସୁନ୍ଦର ଗୋଲାପ ତୁମ ଦୁଇହାତ ଖୋଲି କେବେ ଦେଖିନାହିଁ ସେଠାରେ ରହିଛି ଲେଖା ହୃଦୟର ଅନ୍ତରଙ୍ଗ କବିତାର ଅଂଶ। ଫୁଲକୁ ମୁଁ ଭଲପାଏ ବୋଲି ବୃଥାସିନା କରେ ଅହଙ୍କାର।…

ଭାଷା ଭାଗବତ : ମତ ନୁହେ ଦୀର୍ଘଜୀବୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନରୁ ତଡ଼ି ସବୁ ଡର ନିଜର କାମ ନିଜେ କର ଅନ୍ୟ ଲୋକଂକ ମତାମତ ନ କରୁ ଆଉ ବିଚଳିତ ' ମତ ନୁହଇ ଦୀର୍ଘଜୀବୀ ' ଏହି ସତ୍ୟକୁ ମନେ ଭାବି ସଂସାରେ ଛାଡ଼ିଗଲେ କୃତି ଘଟିବ ଭାଷାର ଉନ୍ନତି ପ୍ରତିଭା ସହ ଯୋଡ଼ି ନିଷ୍ଠା କରିଲେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଯେପରି ବ୍ୟାପକ, ସେହି ସେବା ଦେବା ପାଇଁ ନିଯୁକ୍ତ ସେବକ ଗୋଷ୍ଠୀ ମଧ୍ଯ ସେହିପରି ବ୍ୟାପକ। ସେଥି ମଧ୍ୟରୁ ଅନେକ ସେବକଙ୍କ ବିଷୟରେ ଆମେ ଅଳ୍ପ ଅଳ୍ପ ଆଲୋଚନା…

ତ୍ୱଚା ଓ କେଶ ପାଇଁ ଉପକାରୀ ଆମ୍ବ

ଖରା ଦିନରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ପିଲାଠୁ ବୁଢ଼ା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାଆନ୍ତି । ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପୁଷ୍ଟିକରରେ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିୟମ, ଭିଟାମିନ୍‌ ବି୧୬ ରହିଛି । ଆମ୍ବ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଫେରିଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ ବର୍ତ୍ତମାନ ନିଜ ରାଜ୍ୟ ହରିୟାଣା ଗସ୍ତରେଥିବା ବେଳେ ଦିନକ ପାଇଁ ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ଫେରିଛନ୍ତି। ପୁରୀରୁ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଉତ୍ସବରେ ଯୋଗଦେବା ପାଇଁ ସେ ଫେରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଖରାରୁ ରକ୍ଷା ପାଇଁ ଅଭିନବ ଉପାୟ: ରାସ୍ତାରେ ସ୍କୁଟିରେ ଗାଧୋଇଲେ ଯୁବକଯୁବତୀ

ମୁମ୍ବାଇ: ସୋସିଆଲ ମିଡିଆରେ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ କିଛି ଲୋକ ଅଛନ୍ତି, ଯିଏକି ଖୁବ୍ କମ୍ ସମୟରେ ଲୋକପ୍ରିୟତା ପାଇବା ପାଇଁ ଅଦ୍ଭୁତ ଉପାୟ ଆପଣାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ…

ବିକିନି ଏୟାରଲାଇନ୍ସ: ବିମାନରେ ଏୟାର ହୋଷ୍ଟେସ୍ ପିନ୍ଧନ୍ତି ବିକିନି

ଭିଏତନାମ: ଦୁନିଆରେ ଅନେକ ବିମାନ କମ୍ପାନୀ ଅଛି ଯେଉଁମାନେ କମ୍ ଟଙ୍କାରେ ସେବା ପ୍ରଦାନ କରି ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ସେହିପରି ଆଉ କିଛି ବିମାନ କମ୍ପାନୀ ଅଛନ୍ତି ଯାହାର ଟିକେଟ୍ ମୂଲ୍ୟ କମ୍ ନ କରି ଅନ୍ୟ ଆକର୍ଷଣୀୟ ଅଫର୍ ଦେଇଥାନ୍ତିି, ଯେଉଁ କାରଣରୁ…

ଗୋଦଭରାଇରେ ଖୁସିରେ ନାଚିଲେ ଅଭିନେତ୍ରୀ ଇଶିତା

ମୁମ୍ବାଇ: ବଲିଉଡ ଫିଲ୍ମ ଦୃଶ୍ୟମ୍ ଓ ଦୃଶ୍ୟମ ୨ରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ଇଶିତା ଦତ୍ତା । ସେ ଏହି ଫିଲ୍ମରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ , ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ନିକଟରେ ଇଶିତାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ…