ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡ଼ା ବିଧାୟକ
ଅନୁଗୁଳ: ବିବାହ କଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ। ଗତକାଲି ଅନୁଗୋଳର ଏକ ତାରକା ହୋଟେଲରେ ହିନ୍ଦୁ ରୀତି ନୀତିରେ ବଡ଼ ଧୁମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିଶା ପଟ୍ଟନାୟକଙ୍କୁ…