Latest Odisha News

BREAKING NEWS

Yearly Archives

2023

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?  ଭାଗବଣ୍ଟା ହେବ କି ଆସନ ?

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ଆଜି ଚାଲିଥିବା ମତଗଣନା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଗଣତି ଆରମ୍ଭରୁ କଂଗ୍ରେସ  ବହୁମତ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା । ଫଳଫଳକୁ ଦେଖି କଂଗ୍ରେସ ଶିବିରରେ ଏକପ୍ରକାର ଖୁସିର ମାହୋଲ ।  ୨୨୪ ବିଧାନସଭା ଆସନରୁ…

କର୍ଣ୍ଣାଟକରେ ଜିତିବା ଆଶାରେ ଝୁମିଲା କଂଗ୍ରେସ, ଜୟ ବଜରଙ୍ଗବଲି ନାରା ବିଜେପିକୁ ଚିଡ଼ାଇଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବହୁ ବ୍ୟବଧାନରେ ବିଜେପି ଠାରୁ ଅଗୁଆ ରହିଥିବାରୁ ଜିତିବା ଆଶା ନେଇ ଦଳରେ ଉତ୍ସବ ଆରମ୍ଭ ହୋଇଯାଇଛି। କଂଗ୍ରେସ କର୍ମୀ ଦିଲ୍ଲୀ ମୁଖ୍ୟାଳୟରେ ଜୟ ବଜରଙ୍ଗ ବାଲି ନାରା ଦେଇ ବିଜେପି ଚଡ଼ାଇବା ସହ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକା ନିର୍ବାଚନ…

ଜିତିଲେ ଦୀପାଳି; ଭାଙ୍ଗିଲେ ବାପାଙ୍କ ରେକର୍ଡ

ଝାରସୁଗୁଡା: ବାଜି ମାରିଲା ବିଜେଡି ।  ଝାରସୁଗୁଡା ଉପ ନିର୍ବାଚନରେ ଜିତିଲେ ନବ ଦାସଙ୍କ ଝିଅ ଦୀପାଳି । ଖାଲି ଜିତି ନାହାନ୍ତି, ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୬୧୯ ଖଣ୍ଡ ଭୋଟ ଅଧିକ ପାଇ…

ହିଟ୍‌ ମ୍ୟାନ୍‌ଙ୍କ ହିଟ୍ ରେକର୍ଡ; ମୁମ୍ବାଇ ପାଇଁ ଛକାର ଡବଲ ସେଞ୍ଚୁରୀ ପୂରା କଲେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲ୍ ଛକା ମାରିବାରେ ରେକର୍ଡ କଲେ ରୋହିତ ଶର୍ମା। କ୍ରିକେଟର୍ ଏହି ମଜାଦାର ଫର୍ମାଟ୍‌ରେ ସର୍ବାଧିକ ୬ ମାରିଥିବା ଭାରତୀୟ ବ୍ୟାଟର ରୋହିତ ଗତକାଲି ମୁମ୍ବାଇ ପାଇଁ ଛକାର ଡବଲ ସେଞ୍ଚୁରି ମାରିଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଗୁଜରାଟ  ବିପକ୍ଷରେ ଛକ୍କା ମାରି ରୋହିତ…

ସତ ହେବ କି ଏକ୍‌ଜିଟ୍ ପୋଲ ? କର୍ଣ୍ଣାଟକରେ ୮୨ ଆସନରେ ଆଗୁଆ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଯାହା ଅନୁମାନ କରାଯାଉଥିଲା ସେୟା ହେଉଥିବାର ଦେଖାଯାଉଛି। ବିଭିନ୍ନ ମିଡିଆ କମ୍ପାନୀର ଏକ୍‌ଜିଟ୍ ପୋଲ ସତ ହେବା ଆଡ଼କୁ ଯାଉଛି। କାରଣ ଭୋଟ ଗଣତିରେ କର୍ଣ୍ଣାଟକରେ କଂଗ୍ରେସ ଆଗୁଆ ଚାଲିଛି। ଇଲେକ୍ସନ କମିଶନ ୱେବ୍‌ସାଇଟର ସୂଚନା ଅନୁସାରେ, ସକାଳ ସାଢ଼େ ୯ ସୁଦ୍ଧା…

ଗଣତି ରାଉଣ୍ଡ ବଢୁଛି, ଭୋଟ ବ୍ୟବଧାନ ବି ବଢୁଛି: କେତେ ଭୋଟରେ କିଏ ଆଗେଇଲା ?

ଝାରସୁଗୁଡା: ଆଗେଇ ଚାଲିଛି ବିଜେଡି ।  ୯ ରାଉଣ୍ଡ ଗଣତି ସରିଥିବାବେଳେ ବିଜେଡି ଯେତିକି ଆଗେଇ ଚାଲିଛି ବିଜେପି ଓ କଂଗ୍ରେସ ସେତିକି ପଛରେ ରହି ଯାଉଥିବା ଲକ୍ଷ୍ୟ କରାଯାଉଛି । ବଢି ଚାଲିଛି ଭୋଟର ବ୍ୟବଧାନ । ୯ମ  ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାରରୁ ଅଧିକ…

ଅଧା ରହିଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ  

ଚଣ୍ଡିଖୋଲ : ବାଇକ୍‌କୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ଚଣ୍ଡିଖୋଲ ଜାତୀୟ ରାଜପଥ କଢ଼େଇ ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁ ପୁରୀ…

ଆଜି ପରିଣୀତି-ରାଘବ ନିର୍ବନ୍ଧ; ସାମ୍ନାକୁ ଆସିଲା ଭେନ୍ୟୁର ଭିଡିଓ

ମୁମ୍ବାଇ: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ । ସଜେଇ ହୋଇଛି ମଣ୍ଡପ । ସାମ୍ନାକୁ ଆସିଲା ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ । ଆଜି ଅର୍ଥାତ ମେ’ ୧୩, ୨୦୨୩ରେ ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ହେବ ନିର୍ବନ୍ଧ । ଯଦିଓ ନିର୍ବନ୍ଧ ନେଇ ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଔପଚାରିକ ଭାବେ ସୂଚନା…

କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ, କଂଗ୍ରେସକୁ ଘାରିଲା ଘୋଡା ବେପାର ଭୟ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ଏକାଧିକ ବୋଥ୍‌ରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସର ବିଜୟ ଆଶା କରି କିଛି ଦଳୀୟ କର୍ମୀ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଦଳକୁ ଘୋଡ଼ା ବେପାର ଭୟ ଘାରିଛି। କାଳେ ବିଜେପି ଟଙ୍କା ଦେଇ…

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…