Latest Odisha News

BREAKING NEWS

Yearly Archives

2023

ହିଂସା ବେଳେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ‘ଇମ୍ରାନଙ୍କ ଗିରଫଦାରୀ ପ୍ରତିଶୋଧ ରାଜନୀତି ନୁହେଁ’

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଇମ୍ରାନ ଖାନଙ୍କୁ ଗିରଫ କରିବା ପରେ ସମଗ୍ର ଦେଶରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଅନେକ ସହରରେ ହିଂସା ଘଟଣା ଘଟିଛି। ହିଂସାକୁ ରୋକିବା ପାଇଁ ପୋଲିସ ଗୁଳି ଚଳାଇଛି, ଯେଉଁଥିରେ ୪ ଜଣ…

କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଆଇଏଏସ ସିଦ୍ଧାର୍ଥ ଦାସ

ଭୁବନେଶ୍ୱର: ରାଜ୍ୟ ସରକାର ଅଫିସର କ୍ୟାଡରରେ ସାମାନ୍ୟ ଅଦଳବଦଳ କରିବା ସହ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଇଏଏସ ସିଦ୍ଧାର୍ଥ ଦାସଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି,…

ଶୋରୁମ୍‌ରୁ ଚୋରି ହେଲା ୨୨୦ ହଳ ବ୍ରାଣ୍ଡେଡ୍ ଜୋତା, ହେଲେ ସବୁ ଥିଲା ଗୋଟିଏ ପାଦର

ପେରୁ: କାମଟି ଛୋଟ ହେଉ କି ବଡ଼ , ଏହା କରିବା ପାଇଁ କଠିନ ପରିଶ୍ରମ ଏବଂ ଉତ୍ସାହ ଆବଶ୍ୟକ କରେ । ଯଦି କୌଣସି କାମ ଉତ୍ସାହର ସହିତ କରା ନ ଯାଏ, ତାହାହେଲେ ସେହି ପରିଶ୍ରମର କୌଣସି ଲାଭ ନାହିଁ । ଆମେ ଆପଣଙ୍କୁ ଏହିପରି କିଛି ଚୋର ବିଷୟରେ କହିବୁ, ଯେଉଁମାନେ କମ୍ ପରିଶ୍ରମ କରି ଅଧିକ ରୋଜଗାର…

ଇମ୍ରାନ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ, ୪ ମୃତ; ପୋଲିସର କାର୍ଯ୍ୟାନୁଷ୍ଠାନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ପେଶୱାରରେ ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାକିସ୍ତାନର…

‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ ସୁନାର ଶାଢି ପିନ୍ଧିଥିଲେ ଅଭିନେତ୍ରୀ କ୍ରିତି

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ନଜର ଆସିଥିବା ବେଳେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ…

କାର୍ଯ୍ୟନିର୍ବାହୀ ଅଧିକାରୀ ହାତ ଯୋଡ଼ି କ୍ଷମା ମାଗିବା ପରେ ଧାରଣାରୁ ଓହରିଲେ ଟିଟିଲାଗଡ ପୌରାଧ୍ୟକ୍ଷା

ଟିଟିଲାଗଡ: ବୁଧବାର ଦିନ ଟିଟିଲାଗଡ଼ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି ପୌରପାଳିକାର ଉପାଧ୍ୟକ୍ଷା ମମତା ଦେବୀ ଜୈନ। ରିପୋର୍ଟ ଅନୁଯାୟୀ,…

ଲିପଷ୍ଟିକ୍ ପରି ଓଠରେ ଚିଲି ଫ୍ଲେକ୍ ଲଗାଇଲେ ଯୁବତୀ: ଲୋକେ କହିଲେ ଏହା କେବଳ ମୂର୍ଖତା

ଫ୍ୟାଶନକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଏବଂ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ଯୁବକଯୁବତୀ ଏହିପରି ଫ୍ୟାଶନ ଧାରା ଗ୍ରହଣ କରୁଛନ୍ତି । ନିକଟରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏକି…

ମଣିପୁରରେ ହିଂସା ବେଳେ ଶାନ୍ତି ପାଇଁ ବୃଦ୍ଧଙ୍କ ୪୫୦ କିଲୋମିଟର ପଦଯାତ୍ରା

ଇମ୍ଫାଲ: ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରୁ କୌଣସି ହିଂସା ଘଟି ନଥିବାରୁ ହିଂସା ପ୍ରଭାବିତ ମଣିପୁରର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ କହିଛନ୍ତି ଯେ ଏହି ହିଂସାରେ ପ୍ରାୟ ୬୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୩୧ ଜଣ ଆହତ ହୋଇଥିବାବେଳେ ୧୭୦୦ ଘର…

ମହାରାଷ୍ଟ୍ର ସରକାରକୁ ନେଇ ଆସନ୍ତାକାଲି ଆସିପାରେ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଗତବର୍ଷ ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବଂ କ୍ଷମତା ପରିବର୍ତ୍ତନକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ ଆସିପାରେ। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଆସନ୍ତାକାଲି ଏହି ମାମଲାରେ ବେଞ୍ଚ ଏହାର ରାୟ ପ୍ରକାଶ…

ମହିଳା ଲିଗ ଫୁଟବଲ: ସେଲଟିକ କୁଇନ୍ସକୁ ହରାଇ କ୍ୱାର୍ଟରରେ ଓଡିଶା ଏଫସି

ଅହମ୍ମଦାବାଦ: ଚଳ ିତ ମହିଳା ଲିଗ ଫୁଟବଲରେ ଓଡିଶା ଏଫସି ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଶାହୀବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚର ସେଲଟିକ କ୍ୟୁଇନ୍ସକୁ ୩-୦ ଗୋଲରେ ହରାଇ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଗ୍ରୁପ ବି ୬ ମ୍ୟାଚରେ ୫ ବିଜୟ ହାସଲ କରି ଓଡିଶା…