ମାଓ ଏନକାଉଣ୍ଟର ବେଳେ ଆହତ ଡିଏସପିଙ୍କର ହେଲା ଅସ୍ତ୍ରୋପଚାର
ଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଡିଏସପି ପାହ୍ୟାର ଅଧିକାରୀ ରହିଛନ୍ତି। ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କର ଭୁବନେଶ୍ୱର ଏମସରେ ଅସ୍ତ୍ରୋପଚାର କରାଯାଇଛି ଏବଂ ତାଙ୍କ ଦେହରେ ପଶିଥିବା ଗୁଳିକୁ…