ଜୀବନ ରଥ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ ।…