କବିତା : ଉପପାଦ୍ୟ
ମାନସ ରଞ୍ଜନ ମହାପାତ୍ର
ଗୋଟିଏ ଦୁଃଖର ନାଁ
ଅନୁଭୂତି
ଗୋଟିଏ ତାରାର ନାଁ
ଅରୁନ୍ଧତୀ
ଗୋଟିଏ ନଦୀର ନାଁ
ଇଛାମତୀ
ଗୋଟିଏ ପ୍ରେମର ନାଁ
ସରସ୍ୱତୀ
ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ
ସରସ୍ୱତୀରେ ନିୟତି ଭାରତୀ
ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି
ସ୍ବପ୍ନ…