Latest Odisha News

BREAKING NEWS

Yearly Archives

2023

ଗ୍ରୀଷ୍ମ ଅବକାଶରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍

ଭୁବନେଶ୍ୱର: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ । ଗ୍ରୀଷ୍ମ ଅବକାଶରେ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ । ଆନେମିଆ ମୁକ୍ତ ଅଭିଯାନ ଅଧିନରେ ଏହି ଟାବଲେଟ୍ ଦେବେ ରାଜ୍ୟ ସରକାର ।…

ଆଖି ଆଗରେ ମୃତ୍ୟୁ ଦୂତକୁ ଦେଖି ବି ଲଢୁଥିଲେ ଯବାନ..ସାମ୍ନାକୁ ଆସିଲା ବିସ୍ଫୋରଣ ପରର ଭିଡିଓ

ଦନ୍ତେୱାଡା: ଛତିଶଗଡ ଦନ୍ତେୱାଡାରେ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ । ଏହି ବିସ୍ଫୋରଣ ପର ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ  ବିସ୍ଫୋରଣର ମାତ୍ର କିଛି ସମୟ ପରର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଗୁଳି ଫୁଟିବାର ଶବ୍ଦ ବି ଶୁଭୁଛି…

ପ୍ରଚାରକୁ ଯାଇ ମହୀଶୂର ହୋଟେଲରେ ଦୋଷା ରାନ୍ଧିଲେ ପ୍ରିୟଙ୍କା; ଭିଡିଓ ଭାଇରାଲ

ମହୀଶୂର: କର୍ଣ୍ଣାଟକ ନିର୍ବାଚନ ପାଇଁ ବେଶ ତତ୍ପର କଂଗ୍ରେସ ଶିବିର । ଫୁଲ ଫର୍ମରେ ଚାଲିଛି ଜୋରଦାର ପ୍ରଚାର । ଅଣ୍ଟା ଭିଡିଛନ୍ତି ଭାଇଭଉଣୀ  । ଆମେ ଏଠି ରାହୁଲ-ପ୍ରିୟଙ୍କାଙ୍କ କଥା କହୁଛୁ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର  ମୈଦାନରେ କଂଗ୍ରେସ ଦଳର ସାଧାରଣ…

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜେଇ, ଘରୁ ମିଳିଲା ନଗଦ ୩ ଲକ୍ଷ

ଭୁବନେଶ୍ୱର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବାଉରିବନ୍ଧୁ ପରିଡ଼ା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଘରେ ଓ ଅଫିସରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବଡ଼ମ୍ବା ବ୍ଲକର ଜେଇ…

କୋଭିଡ୍-୧୯ ଅପ୍‌ଡେଟ୍; ଗତକାଲି ଅପେକ୍ଷା ଆଜି କମିଲା ସଂକ୍ରମଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩୫୫ କରୋନା ରୋଗୀ ଚିହ୍ନଟ କରାଯାଇଥିବା ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶ୍ୱସ୍ତିକର କଥା ହେଲା କରୋନା ସକ୍ରିୟ ସଂଖ୍ୟା ହ୍ରାସ ପାଉଛି।…

ବଢୁଛି ସମ୍ପତ୍ତି; ଧନୀ ତାଲିକାରେ ୨୫ରୁ ୨୧ ନମ୍ବରକୁ ଉଠିଲେ ଗୌତମ ଅଦାନୀ

ମୁମ୍ବାଇ: ଚଳିତବର୍ଷ ସବୁଠାରୁ ବଡ କ୍ଷତି ସହିଥିବା ଗୌତମ ଅଦାନୀଙ୍କର ଅଦାନୀ ଗ୍ରୁପ ଏବେ ଶେୟାର ବଜାରରେ ଉପରକୁ ଉଠୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ ନେଟ ୱର୍ଥ ଉପରେ ବି ପଡୁଛି । ଧନୀ ତାଲିକାରେ ଗୋଟିଏ ଗୋଟିଏ ପାଦ ଉପରକୁ ଉଠୁଛନ୍ତି ଗୌତମ ଅଦାନୀ । ଗତ କିଛି ଦିନ ହେବ…

ଘରୋଇ ପାର୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସର ଜନୈକ ଖେଳାଳିଙ୍କ ଅଶୋଭନୀୟ ଆଚରଣ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଏବେ ଟିମ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ ଘରୋଇ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମାତାଲ ଅବସ୍ଥାରେ…

ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା: ଆହତ କାରଣରୁ ବାଦ୍ ପଡ଼ିଲେ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୬ ତମ ସଂସ୍କରଣରେ ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା। ଆହତ କାରଣରୁ ଆଇପିଏଲ୍‌ର ବାକି ସମସ୍ତ ମ୍ୟାଚ୍‌ରୁ ବାଦ ପଡ଼ିଲେ ଅଲ୍‌ରାଉଣ୍ଡ ୱାଶିଂଟନ ସୁନ୍ଦର। ଚଳିତ ସଂସ୍କରଣରେ ଦଳ ପାଇଁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ। ମାଂସପେଶୀରେ ଆହତ (ହାମଷ୍ଟ୍ରିଙ୍ଗ…

ପଶ୍ଚିମବଙ୍ଗ ରାମନବମୀ ହିିଂସା ଘଟଣାରେ ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ

କୋଲକାତା: ଚଳିତ ବର୍ଷ ରାମନବମୀରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗୁଳି ଓ ଡାଲ୍କହୋଲାରେ ହୋଇଥିବା ହିଂସା ଘଟଣାର ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା  ହାଇକୋର୍ଟ। ଗୁରୁବାର ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଏକ ଡିଭିଜନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଦୁଃଖ ଦେଉଛି ପ୍ଲାଣ୍ଟ, ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି ଗାଁ ଲୋକେ

କାମାକ୍ଷାନଗର : ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ । ଦୈନନ୍ଦିନ ଜୀବନରେ ଦୁଃଖ ସାଜିଛି ପ୍ଲାଣ୍ଟର ପ୍ରଦୂଷଣ ମାତ୍ରା । ଜଳ,ଖାଦ୍ୟ , ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ପ୍ଲାଣ୍ଟ ନାଁରେ ଆଣିଛନ୍ତି  ଅଭିଯୋଗ ।…