Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଯେପରି ବୈଚିତ୍ରମୟ, ପ୍ରତ୍ୟେକ ସେବକ ସେହିପରି ସ୍ୱତନ୍ତ୍ର ଓ ବିଚିତ୍ର। ତେଣୁ ସୁଆର ମହାସୁଆର ନିଯୋଗ ଅନ୍ତର୍ଭୂକ୍ତ ସୁପକାର ସେବକମାନଙ୍କ ମଧ୍ୟରେ ପ୍ରଚଳିତ…

ଦୀପାଳି ଦାସଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ମୁଖ୍ୟ ହେଉଛନ୍ତି ନବୀନ। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି…

ଭୂତ ସଂଘର ସଭାପତି ଗିରଫ, ୨୦୧୩ ମସିହା ହତ୍ୟା ମାମଲାରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନିଜକ ଭୂତ ସଂଘର ସଭାପତି ବୋଲି ଦାବି କରୁଥିବା ବିପିନ କୁମାର ରାଉତରାୟ ଗିରଫ। ୨୦୧୩ ମସିହାର ଏକ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି। କିଛି ଦିନ ହେବ ସୋଶିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମକୁ ବିପିନ ରାଉତ ରାୟ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ସାରା ଓଡିଶାରେ…

ଲଗାତର ୪ଟି ମ୍ୟାଚ ହାରିବା ପରେ ଜିତିଲା କେକେଆର

ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୧ ରନରେ ଜିତିଛି। ଲଗାତର ୪ଟି ମ୍ୟାଚ ହାରିବା ପରେ କୋଲକାତା ଏହି ମ୍ୟାଚ ଜିତି ବିଜୟର ସ୍ୱାଦ ଚାଖିଥିବା ବେଳେ ଚଳିତ ଆଇପିଏଲ ସିଜିନରେ ଏହା ଦଳର ତୃତୀୟ…

ଦାମୀ କାର ଛାଡ଼ି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ସାରା

ମୁମ୍ବାଇ: ଅଭିନୟ ବ୍ୟତୀତ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ଅଧିକାଂଶ ସମୟ ବୁଲିବାରେ କାଟନ୍ତି । ନିକଟରେ ସେ ନିଜର ବିଳାସପୂର୍ଣ୍ଣ କାର ଛାଡି ମାୟାନଗାରୀ ମୁମ୍ବାଇରେ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ନଜର ଆସିଛନ୍ତି…

ଅଜବ ସଉକ : ପ୍ଲାଷ୍ଟିକ୍ ସର୍ଜରୀ କରି ବନିଗଲେ ହ୍ୟୁମାନ ଡ଼ଲ

ଇଟାଲି:ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଶରୀରକୁ କଷ୍ଟ ଦେଇ ଏମିତି ଚିତ୍ର ଓ ଚରିତ୍ରକୁ ଯୋଡ଼ିବାରେ ଆଗ୍ରହୀ ହେଉଥିବା ଅଜବ ଲୋକଙ୍କ ଅଜବ ସଉକ ବିଷୟରେ ଆପଣ କ୍ୱଚିତ୍ ଜାଣିଥିବେ । ଇଟାଲିର ଏମିତି ଜଣେ ଯୁବକ ଯିଏ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ…

ମଲା ମାଛ ପେଟରୁ ବାହାରିଲା ଜୀବନ୍ତ ମାଛ, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡ଼ିଆରେ ଏମିତି ଅଜବ ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଟେବୁଲ ଉପରେ ଗୋଟିଏ ବଡ଼ ମାଛ ରଖାଯାଇଛି । ଟେବୁଲ ଚାରିପାଖରେ…

୪ ଭଉଣୀ ଏକାସାଙ୍ଗରେ ହେଲେ ଗର୍ଭବତୀ, ପରିବାର ଲୋକେ ହେଲେ ଚକିତ

ସ୍କଟଲ୍ୟାଣ୍ଡ: ପରିବାରରେ କୌଣସି ମହିଳା ଯଦି ମାଆ ହୁଅନ୍ତି, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ପରିବାରରେ ୪ ଜଣ ଏକାସାଙ୍ଗରେ ମାଆ ହେବେ, ତେବେ ଏହି ଖବର ସମସ୍ତଙ୍କୁ ଯେତିକି ଖୁସି କରିବ ସେତିକି ଆଶ୍ଚର୍ଯ୍ୟ ବି କରିବ । ନିକଟରେ ସ୍କଟଲ୍ୟାଣ୍ଡର ଜଣେ…

ଚର୍ଚ୍ଚିତ, ବିବାଦୀୟ ଓ ସତ୍ୟ ଘଟଣା ଉପରେ ଆଧାରିତ ଦି କେରଳ ଷ୍ଟୋରୀର ରିଲିଜ ହେଲା ଟ୍ରେଲର

ମୁମ୍ବାଇ: ଦି କେରଳ ଷ୍ଟୋରୀର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଦି କଶ୍ମୀର ଫାଲଲ୍ସ ପରେ ଏହି ଫିଲ୍ମ ବେଶ ଚର୍ଚ୍ଚିତ ଆଉ ବିବାଦୀୟ ହୋଇପଡିଛି । କିଭଳି ନିରୀହ ହିନ୍ଦୁ ଝିଅମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆଇଏସଆଇଏସ ଆତଙ୍କୀ କରାଉଛନ୍ତି ତାହା ଉପରେ ଆଧାରିତ । ଅଦା ଶର୍ମା ଏଥିରେ ମୂଖ୍ୟ…