ସାମାନ୍ୟ ଆଶ୍ୱସ୍ତି; ଦୈନିକ କରୋନା ସଂକ୍ରମଣରେ ବଡ ହ୍ରାସ, କେତେ ଚିହ୍ନଟ ହେଲେ ଜାଣନ୍ତୁ
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ରବିବାର ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ୩ ହଜାରରୁ ଅଧିକ ଦୈନିକ ସଂକ୍ରଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ସକ୍ରିୟ ସଂଖ୍ୟା ୬୭,୮୦୬ ହୋଇଛି।
ନୂଆ…