ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ
ଜକାର୍ତ୍ତା: ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏର ତୀବ୍ରତା ୬.୧ ଥିବା ବେଳେ ଆଉ ଗୋଟିଏ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୮ ରହିଛି। ରବିବାର ସକାଳେ ଇଣ୍ଡୋନେସିଆପ କିପୁଲୌନ୍ ବାତୁରେ ଦୁଇଟି ଭୂମିକମ୍ପ ହୋଇଛି। ଇରୋୟପୀୟ ଭୂମଧ୍ୟ ଭୂକମ୍ପ କେନ୍ଦ୍ର ପକ୍ଷରୁ…