ଆଲିଆଙ୍କ ଚପଲ ଉଠାଇଲେ ରଣବୀର, ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚପଲ ଉଠାଇ ଏବେ ଚର୍ଚ୍ଚାରେ ଅଭିନେତା ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ମୃତ୍ୟୁବରଣ କରିଥିବା ଗାୟକ, ନିର୍ମାତା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି…