ବିଜୟଙ୍କୁ ବଡ ଦାୟିତ୍ୱ: ହେଲେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ
ଭୁବନେଶ୍ୱର: ବିଜୟ ପଟ୍ଟନାୟକ ମିଳିଲା ବଡ ଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ । ଅଳ୍ପଦିନ ତଳେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟଙ୍କ ଉପରେ ଏପରି ଗୁରୁ ଦାୟିତ୍ୱ ଦେଇ ୨୦୨୪ ୨୦୨୪ ନିର୍ବାଚନ ଲଢିବା ପାଇଁ ଯୋଜନା କରୁଛି ଦଳ ।…