ଚେନ୍ନାଇ ସୁପର କିଙ୍ଗ୍ସକୁ ଶକ୍ତ ଝଟ୍କା: ସପ୍ତାହେ ପାଇଁ ଖେଳିବେନି ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଶକ୍ତ ଝଟ୍କା। ଗୋଡ଼ ଆଙ୍ଗୁଳିରେ ଆଘାତ ଯୋଗୁ ସପ୍ତାହେ ପାଇଁ ଖେଳିବେନି ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ। ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହି ସୂଚନା ଦେଇଛନ୍ତି।
ଷ୍ଟୋକ୍ସ ଦଳ ପାଇଁ ମାତ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହାପରେ…