Latest Odisha News

BREAKING NEWS

Yearly Archives

2023

ଶରଦଙ୍କ ଶରଣରେ ଆଦାନୀ !

ଭୁବନେଶ୍ୱର: ଲଗାତର ରାହୁଲଙ୍କ ଟାର୍ଗେଟର ଶିକାର ହେଉଥିବା ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ହିଣ୍ଡେନବର୍ଗ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଆଦାନି ହଠାତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କାହିଁକି ଭେଟିଲେ ତାକୁ ନେଇ…

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

ସୁଦାନ ସଙ୍କଟ ! ଭାରତୀୟଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୂଟନୀତିଜ୍ଞଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବାୟୁସେନା ଏବଂ ନୌସେନା ମୁଖ୍ୟ,…

ନିଜେ ଫସିଛନ୍ତି, କିନ୍ତୁ ରାହୁଲଙ୍କ ଉପରେ ବର୍ଷୁଛନ୍ତି !

ଭୁବନେଶ୍ୱର: ସୁରଟ ସେସନ୍ସ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ ହେବା ପରେ ପୁଣିଥରେ ରାହୁଲଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ନିଷ୍ପତ୍ତି ପଦାକୁ ଆସୁ ଆସୁ ତୁରନ୍ତ ବିଜେପି ନେତାମାନେ ରାହୁଲଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ବିଜେପିର ଜାତୀୟ ସ୍ତରର…

ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଲେ କତାରର ରାଜକୁମାର

ଦୋହା: କତାରର ପ୍ରିନ୍ସ ସାଉଦ ବିନ ମହମ୍ମଦ ଅଲ ଥାନି ବିଶ୍ୱର ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଛନ୍ତି । ଫଟୋଗ୍ରାଫି ପ୍ରତି ପ୍ରିନ୍ସଙ୍କ ଦୁର୍ବଳତା ରହିଛି । ଏହାକୁ ପୂରଣ କରିବା ପାଇଁ ସେ ଲାଇକାର ୧୬.୪୩ କୋଟି ଟଙ୍କାର ଲେନ୍ସ କିଣିଛନ୍ତି । ଏହା ସବୁଠାରୁ ଲମ୍ବା ଏବଂ ଓଜନଦାର ଲେନ୍ସ ।…

କର୍ଣ୍ଣାଟକରେ କଂଗ୍ରେସକୁ ଦଳିତଙ୍କ ସମର୍ଥନ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…

ଯୁବକଙ୍କ ଅଜବ ସଉକ : ବାର୍ବି ଡ଼ଲ ହେବା ପାଇଁ ଖର୍ଚ୍ଚ କଲେ ୮୧ ଲକ୍ଷ ଟଙ୍କା

ଲସ୍ ଆଞ୍ଜେଲସ : ନିଜର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ ପରି ଦେଖାଯିବାକୁ ଅନେକ ଇଛା କରିଥାନ୍ତି । ଏଥିପାଇଁ ସେମାନେ ଦାମୀ ସେଲୁନରେ କେଶ କାଟିବା ସହ ଦାମୀ ପୋଷାକ ପିନ୍ଧିବା ଏବଂ ସେମାନଙ୍କ ପରି ଚାଲିବା କିମ୍ବା କଥାବାର୍ତ୍ତା ଆରମ୍ଭ କରିିଥାନ୍ତି । କିନ୍ତୁ କିଛି ଲୋକ ଏପରି କରନ୍ତି ଯେ…

ମାଡ଼ି ଆସୁଛି ଭୟଙ୍କର ଭାଇରସ; ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ:ମାଡ଼ି ଆସୁଛି ଏକ ଭୟଙ୍କର ଭାଇରସ । ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି ଏହି ଭାଇରସ । ଏ ଭାଇରସ ସବୁଠୁ ଅଲଗା । ଏମିତି ଭାଇରସ ପୂର୍ବରୁ କେହି କେବେ ଦେଖି ନଥିଲେ। ସବୁଆଡେ କାୟା ବିସ୍ତାର କରିଦେଇଛି ଏହି ନୂଆ ଭାଇରସ । ଆର୍କଟିକରୁ ଆରମ୍ଭ କରି ଆଟଲାଣ୍ଟିକ ମହାସାଗର ପର୍ଯ୍ୟନ୍ତ…

୫ ଦିନ ଯାଏ କାଳବୈଶାଖୀ, ୨ ଦିନ ଛେଚିବ କୁଆପଥର

ଭୁବନେଶ୍ୱର: ତାତିରୁ ତ୍ରାହି । ୫ ଦିନ ବର୍ଷା । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି । ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ୨୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ…

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ…