ଓଡ଼ିଶାରେ ୪, ଦେଶରେ ୧୦୦ ଫୁଡ୍ ଷ୍ଟ୍ରୀଟ ତିଆରି କରିବାକୁ କେନ୍ଦ୍ର୍ରର ପ୍ରସ୍ତାବ
ନୂଆଦିଲ୍ଲୀ: ଦେଶର ୧୦୦ ଜିଲ୍ଲାରେ ଅତି କମ୍ରେ ଗୋଟିଏ କରି ଫୁଡ ଷ୍ଟ୍ରୀଟ ଖୋଲି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଯେଉଁଥିରେ ଓଡ଼ିଶାର ୪ଟି ଫୁଡ୍ ଷ୍ଟ୍ରୀଟ୍ ରହିଛି। ଏହାକୁ ଆଗୁଆ ଯୋଜନା ବା ପାଇଲଟ ପ୍ରୋଗ୍ରାମ ଭିତ୍ତିରେ…