କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଏକାଠି ନଜର ଆସିଲେ ସଲମାନ, ପୂଜା
ମୁମ୍ବାଇ: କଂଗ୍ରେସ ନେତା ବାବା ସିଦ୍ଦିକି ଓ ତାଙ୍କ ପୁଅ ବିଧାୟକ ଜିସାନ ସିଦ୍ଦିକିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଏହି ପାର୍ଟିରେ ବଲିଉଡ୍ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଏଥିରେ ସଲମାନ ଖାନ୍ ଓ ପୂଜା ହେଗେଡ ସାମିଲ ହୋଇଥିବା ନଜର ଆସିଥିଲେ ।…