Latest Odisha News

BREAKING NEWS

Yearly Archives

2023

ଟ୍ରେନ ଯାତ୍ରୀଙ୍କ ଅଜବ ଫର୍ମୁଲା : ଯାତ୍ରା ଯନ୍ତ୍ରଣା କମ୍ ପାଇଁ ସାଙ୍ଗରେ ନିଅନ୍ତି ସ୍ୱତନ୍ତ୍ର ସୋଫା

ଚୀନ୍‌: ବଡ଼ ବଡ଼ ସହରମାନଙ୍କରେ ନିତିଦିନିଆ କାର୍ଯ୍ୟ ପାଇଁ ଲୋକେ ମେଟ୍ରୋ ଟ୍ରେନ ହେଉ ବା ସାଧାରଣ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ଏହି ଟ୍ରେନ୍‌ରେ ସେମାନେ ନିୟମିତ ଅଫିସ ଯାଆସ କରିଥାନ୍ତି । ଅଫିସରୁ କ୍ଲାନ୍ତ ହୋଇ ଘରକୁ ଫେରିବା ସମୟରେ ଯଦି ଟ୍ରେନ୍‌ରେ ସିଟ୍ ନ ମିଳିଲା,ତାହାହେଲେ…

ବନ୍ଦ ଘରୁ ମିଳିଲା ସ୍ୱାମୀ, ଦୁଇ ପତ୍ନୀଙ୍କ ଶବ; ହତ୍ୟା ସନ୍ଦେହ

ବରଗଡ:ବରଗଡରୁ ଆସିଛି ହୃଦୟଥରା ଘଟଣା । ଗୋଟିଏ ଘରୁ ମିଳିଛି ତିନି ଜଣଙ୍କ ମୃତ ଦେବ  । ସ୍ୱାମୀ ଓ ତାଙ୍କର ୨ ପତ୍ନୀଙ୍କୁ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କିଛି ଜଣା ପଡିନାହିଁ । ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି…

ବାହାଘରର ମାସେ ପୂରିନି, ଜଳିଲା ନବବଧୂର ଜୁଇ; ସ୍ୱାମୀ ଓ ଶ୍ୱଶୁର ଗିରଫ

ଢେଙ୍କାନାଳ: ଦାଣ୍ଡ ଦୁଆରୁ ବେଦି ଭାଙ୍ଗିନି  କି ଘର କାନ୍ଥରୁ ଲେଖା ଲିଭିନି । କିନ୍ତୁ ଲିଭିଗଲାଣି ଝିଅର ଜୀବନ ଦୀପ  । ବାହାଘରର ମାସେ ନ ପୁରୁଣୁ  ଆସିଲା ଝିଅର ସନ୍ଦିଗ୍ଧ ମୃତ୍ୟୁ ଖବର । ସ୍ତବ୍ଧ ହୋଇଯାଇଛନ୍ତି ବାପା-ମା’ । ବିଶ୍ୱାସ କରିପାରୁ ନାହାନ୍ତି । ବାହା ବାସିରୁ ଝିଅ ପାଦ କାଢି…

ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି (୧୯.୪.୨୦୨୩, ବୁଧବାର) ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି…

ଭୁବନେଶ୍ୱରରେ ହେବ ଆଉ ତିନି ଅଗ୍ନିଶମ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ହେବ  ଆଉ ୩ଟି ନୂଆ ଅଗ୍ନିଶମ କେନ୍ଦ୍ର   । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ରିଲିଜରେ କୁହାଯାଇଛି, ଏହି ତିନୋଟି ଅଗ୍ନିଶମ କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ୱର ଏବଂ…

ଏଣିକି ଓଡ଼ିଆରେ ହେବ ଷ୍ଟାଫ ସିଲେକ୍ସନ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି SSC MTS ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର । ଖାଲି ଓଡ଼ିଆ ନୁହେଁ, ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ । ଏହାକୁ ପର୍ସନାଲ ଆଣ୍ଡ ଟ୍ରେନିଂ ଡିପାର୍ଟମେଣ୍ଟ ସ୍ୱୀକୃତି ଦେଇଛି । ଫଳରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ…

ରାଜଧାନୀରେ ୪୨ ଟପିଲା ତାପମାତ୍ର; ଆହୁରି ୨ ଦିନ କଲବଲ କରିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର:ରାଜଧାନୀ ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ । ପୂର୍ବାହ୍ନ ୧୧ଟାରୁ ତାପମାତ୍ରା ୪୦ ପାର କରିଛି । ସକାଳ ସାଢ ୮ଟା ସୁଦ୍ଧା ରାଜଧାନୀ ଭବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ଥିଲା । ଏହାପରେ ତାପମାତ୍ରା ବୃଦ୍ଧି ପାଇ ପୂର୍ବାହ୍ନ ସାଢେ ୧୧ଟା ବେଳକୁ ୪୦.୪ ରେ ପହଞ୍ଚିଥିଲା ।  ତାପରେ…

ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ  ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର…

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି…

ପରୀକ୍ଷା ଚାଲିଥିବାବେଳେ ଖସି ପଡିଲା ଫ୍ୟାନ

କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା  ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି…