Latest Odisha News

BREAKING NEWS

Yearly Archives

2023

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ଏଥର ଗ୍ରୀଷ୍ମ ଛୁଟିରେ ବି ପିଲା ପଢିବେ ପାଠ; ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢା ସହ ଜଡିତ ରଖିବା ପାଇଁ ଗଣଶିକ୍ଷା ବିଭାଗର ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ଲାଜପତ ଅଡିଟରିୟମରେ ଅନୁଷ୍ଠିତ ହେଲା ନୃତ୍ୟ ବିଳାସ ଉତ୍ସବ

ନୂଆଦିଲ୍ଲୀ: ସ୍ଥାନୀୟ ଲାଜପତ ଅଡିଟରିୟମରେ ଓଡିଶୀ ଦର୍ଶନ ନୃତ୍ୟ ଏକାଡେମୀ ଦ୍ୱାରା ଦ୍ୱିତୀୟ ନୃତ୍ୟ ବିଳାସ ଉତ୍ସବ ଆୟୋଜିତ ହୋଇଯାଇଛି । ଓଡିଶୀ ନୃତ୍ୟ କଳା ଜଗତର ପ୍ରତିଷ୍ଠିତ ଗୁରୁ ସୁଦର୍ଶନ ସାହୁ ଏହି ଏକାଡେମୀ ୨୦୧୯ରେ ସ୍ଥାପିତ କରିଥିଲେ । ଦିଲ୍ଲୀ ଏନସିଆରରେ ସେ ଓଡିଶୀ ନୃତ୍ୟର ପ୍ରଚାର ଓ…

ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଠେଲକୁଲି ଅଭିମୁଖେ ବାହାରିବା ବିଜେପି ସାଂସଦଙ୍କୁ ଅଟକାଇଛି ପୋଲିସ । ଶ୍ରୀପୁରା ଛକରେ ପୋଲିସ ଏମାନଙ୍କୁ ଅଟକାଇଛି । ଝାରସୁଗୁଡାରୁ ସମ୍ବଲପୁର ଯାଉଥିବା ବିଜେପି ସାଂସଦ ଓ ନେତାଙ୍କୁ ଠେଲକୁଲି ଥାନାରେ ଅଟକ ରଖିଥିବା ଜଣଯାଇଛି। ଏହି ଟିମରେ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଅଫିସ୍‌ ଆଗରେ ଭଙ୍ଗାରୁଜା ଘଟଣା, ଯାଞ୍ଚ କରିବ ଏନଆଇଏ !

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା…

ବିଦେଶ ମାଟିରେ ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିମି ଦୌଡିଲେ ଓଡ଼ିଆ ଝିଅ

ଭୁବନେଶ୍ୱର:ଓଡ଼ିଆ..ବଢିଆ । ଖାଲି ଘରେ ନୁହେଁ ବାହାରେ ବି ବାରି ହୋଇପଡ଼ିବେ ଓଡ଼ିଆ । ବିଦେଶରେ ଚମକ ଦେଖାଇଲେ ଓଡ଼ିଆଣି । ପୁରା ଓଡ଼ିଆଣି ବେଶରେ ବିଦେଶ ମାଟିରେ ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ ଲେଖକ : ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍.ବି. ପବ୍ଲିକେଶନ, କଟକ ଅପହରଣ, ହତ୍ୟା, ଲୁଣ୍ଠନ, ଦସ୍ୟୁ ବୃତ୍ତି, ବଳତ୍କାର ଓ ବଳାତ୍କାର ଭଳି ଆସୁରିକ କାର୍ଯ୍ୟକଳାପ ମନୁଷ୍ୟ ସଭ୍ୟତାର ଆରମ୍ଭରୁ ହିଁ…

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି; ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଝାରସୁଗୁଡା:କଂଗ୍ରେସ, ବିଜେପି ପରେ ଆଜି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ସବ କଲେକ୍ଟର ଅଫିସରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ସକାଳୁ ସକାଳୁ  ପାଟଣେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି ଦୀପାଳି…

ଦିଲ୍ଲୀରେ ମୁକୁଲ ରୟ, ‘ଖେଲା’ ହେବାର ଆଭାସ?

ନୂଆଦିଲ୍ଲୀ: ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ସୋମବାର ସଂଧ୍ୟାରୁ କୋଲକାତା ବିମାନ ବନ୍ଦରରୁ କୁଆଡେ ଗଲେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି। ଏହା ତାଙ୍କ ପୁଅ ତଥା ଟିଏମସି ନେତା ଶୁଭ୍ରାଂଶୁ ରୟ କହିବା ପରେ କୋଲକାତାରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ମୁକୁଲ ରୟ ଦିଲ୍ଲୀରେ…