Latest Odisha News

BREAKING NEWS

Yearly Archives

2023

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ…

କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଶ୍ରୀନଗର: ଶନିବାର ଅପରାହ୍ଣରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାର୍ ଜମ୍ମୁକାଶ୍ମୀରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି । ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷା କର୍ମୀ…

ଏଠି ଦାମୀ କାରରେ ଆସି ଭିକ ମାଗନ୍ତି ଭୀକାରୀ

ଲଣ୍ଡନ: ସାଧାରଣତଃ ଭିକାରୀମାନେ ମନ୍ଦିର ଆଗରେ, ଦୋକାନବଜାର, ଘର ଘର ବୁଲି ଭିକ ମାଗିଥାନ୍ତି । ଆଉ ସେମାନଙ୍କ ପୋଷାକରୁ ଜଣାପଡ଼ନ୍ତି ଯେ ସେମାନେ ଭିକାରୀ । ସେମାନେ ଭଙ୍ଗାଦଦରା ଘର ବା ପଲିଥିନ ତଳେ କିମ୍ବା ରାସ୍ତା କଡ଼ରେ ରହିଥାନ୍ତି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ଲଣ୍ଡନରେ ।…

ଧୋକା ଦେଲେ ଶରଦ !

ଭୁବନେଶ୍ୱର: ବିରୋଧୀଙ୍କୁ ଏବେ ଶରଦ ଅଡୁଆ । ମୋଦି ଆଦାନୀ ସଂପର୍କକୁ ନେଇ ସାରା ଦେଶରେ ଏକ ବାତାବରଣ ତିଆରି ହୋଇଥିବାବେଳେ ବିରୋଧୀ ଏହାକୁ ଅସ୍ତ୍ର କରି ସରକାରକୁ ଘେରି ଆସିଛନ୍ତି । ଏପରିକି ସଂସଦର ବଜେଟ ଅଧିବେସନରେ ସବୁ ବିରୋଧୀ ଏକାଠି ହୋଇ ଏ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଥିବାବେଳେ କେନ୍ଦ୍ର…

ଅଣ୍ଡର ୱାଟର ନ୍ୟୁକ୍ଲିୟର କ୍ୟାପାବେଲ ଡ୍ରୋନର ପରୀକ୍ଷଣ କଲା ଉତରକୋରିଆ

ପ୍ୟୋଙ୍ଗୟାଙ୍ଗ: ଉତରକୋରିଆ ଶନିବାର ଅଣ୍ଡର ୱାଟର ନ୍ୟୁକ୍ଲିୟର କ୍ୟାପାବେଲ ଡ୍ରୋନର ପରୀକ୍ଷଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଓ ଦକ୍ଷିଣ କୋରିଆକୁ ଚ୍ୟାଲେଞ୍ଜ ଦେବା ପାଇଁ ଏହି ପରୀକ୍ଷଣ କରାଯାଇଥିବା ଅନୁମାନ କରାଯାଉଛି । ଏହି ମାନବବିହୀନ ଡ୍ରୋନର ନାମ ହୈଇଲ ୱାନ ରଖାଯାଇଛି ।…

ରାହୁଲ ଇଫେକ୍ଟ, ବାଉଳି ହେଉଛି ବିଜେପି !

ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି । ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ…

ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକଙ୍କ ପୌରାହିତ୍ୟରେ ଶିକ୍ଷାବିତ୍ ପ୍ରଫେସର ପ୍ରଭାତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର…

ମାଟି, କୃଷି ଓ ଚାଷୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାହାଁଣୀରେ ରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ…

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ…

ବିଜୟଧାରାକୁ ଫେରି ପାରୁନି ଦିଲ୍ଲୀ, ରାଜସ୍ଥାନର ସହଜ ବିଜୟ

ଗୌହାଟୀ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀ ପୁନର୍ବାର ବିଜୟଧାରାକୁ ଫେରିବାରେ ବିଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୯ ରନ କରିଥିଲା ।…