ଦେଶରେ ୪ ହଜାର ମୁହାଁ ଦୈନିକ କୋଭିଡ-୧୯ ସଂକ୍ରମଣ; ଦିନକରେ ଗଲା ୪ ଜୀବନ
ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ। ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି…