Latest Odisha News

BREAKING NEWS

Yearly Archives

2023

ଆଇପିଏଲ:ଋତୁରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ: ଆଇପିଏଲର ୧୬ତମ ସଂସ୍କରଣର ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୭୯ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ପକ୍ଷରେ ରଖିଛି । ଋତୁରାଜ ଗାଏକ୍ୱାଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୦ ବଲରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ…

ଦୁନିଆର ସବୁଠାରୁ ଭାରୀ ସାଇକେଲ: କାରଠାରୁ ବି ଅଧିକ ଓଜନ

ଜର୍ମାନୀ: ପିଲାଦିନେ ପ୍ରତ୍ୟେକ ପିଲାଙ୍କୁ ସାଇକେଲ ଚଲାଇବାକୁ ଶିକ୍ଷା ଦିଆଯାଏ । କାରଣ ସେ ବଡ଼ ହେଲେ ବାଇକ୍ ବା କାର ଚଲାଇ ପାରିବ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏମିତି ଏକ ସାଇକେଲ ନିର୍ମାଣ କରିଛନ୍ତି, ଯାହାକୁ ଛୋଟ ପିଲା ଚଲାଇବା ତ ଦୂରର କଥା ଦେଖିକି ଡ଼ରିଯିବେ । ଯାହାର ଓଜନ କାରଠାରୁ ବି…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

ବନ୍ଧୁ ହେବ ତ ଏମିତି: ସାଙ୍ଗର ପ୍ରତିଶୃୃତି ପାଇଁ ଟେଣ୍ଟରେ ୩ ବର୍ଷ

ବ୍ରିଟେନ: ଆପଣ ବନ୍ଧୁତ୍ୱର ଅନେକ ଉଦାହରଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଜଣେ ୧୦ ବର୍ଷର ବାଳକ ନିଜ ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ତମ୍ବୁରେ ୩ ବର୍ଷ ବିତାଇଛନ୍ତି । କେବଳ ଏତିକି ନୂହେଁ, ସେ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଆଦାୟ କଲେ ଯେ ଏହା ଏକ ବିଶ୍ୱ ରେକର୍ଡ…

କଂଗ୍ରେସ ପଚାରିଲା ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ…

ଆସନ୍ତୁ ଜାଣିବା କାଜଲ ଅଗ୍ରୱାଲ କ’ଣ କହିଲେ ହିନ୍ଦୀ ଫିଲ୍ମ ସମ୍ପର୍କରେ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହୀରୋଇନ କାଜଲ ଅଗ୍ରୱାଲ ଶୁକ୍ରବାର ବଲିଉଡ ଫିଲ୍ମରେ କାମ କରିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ସିଧାସଳଖ କହିଛନ୍ତି ବଲିଉଡ ଅପେକ୍ଷା ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଭଲ ଲାଗେ । ଏଠାକାର କଳାକାର ଏବଂ ଅନ୍ୟ ବହୁତ ଫ୍ରେଣ୍ଡଲୀ । ବଡ ଷ୍ଟାର ହେଲେ…

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ନୂଆ ଗୀତ : ଲୁଙ୍ଗି ଗାମୁଛାରେ ନଜର ଆସିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତିି । ନିକଟରେ ଫିଲ୍ମର ଏକ ନୂଆ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ ବହୁତ ସୁନ୍ଦର ଲୁକରେ ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଲୁଙ୍ଗି, ସାର୍ଟ ଓ ଗାମୁଛା…